Get Updates
Get notified of breaking news, exclusive insights, and must-see stories!

୨୯ OAS ଅଧିକାରୀଙ୍କ ବଦଳି, ସୁକାନ୍ତ କୁମାର ବେହେରା ହେଲେ କଟକ RDC

୨୯ OAS ଅଧିକାରୀଙ୍କ ବଦଳି । ୨୯ ଜଣ ବରିଷ୍ଠ OAS ଅଧିକାରୀଙ୍କ ବଦଳି କଲେ ସରକାର । ସୁକାନ୍ତ କୁମାର ବେହେରା ହେଲେ କଟକ RDC (CD) ସଚିବ। ଲିପ୍ ସା ଦାସଙ୍କୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି। ବୀରସେନ ପ୍ରଧାନ ହେଲେ ବ୍ରହ୍ମପୁର RDC (SD) ସଚିବ। ଆଶୁତୋଷ ସାମଲଙ୍କୁ କଟକ ଭୂଲେଖ ଓ ବନ୍ଦୋବସ୍ତ ଅତିରିକ୍ତ ଆୟୁକ୍ତ ଦାୟିତ୍ବ ଦିଆଯାଇଛି। ଦେବାଶିଷ ପଟ୍ଟନାୟକ ହେଲେ କଟକ RDC (CD) ଅତିରିକ୍ତ ସଚିବ। ଶାନ୍ତନୁ କୁମାର ମହାନ୍ତି ହେଲେ OSBCLର ଜେନେରାଲ ମ୍ୟାନେଜର ।

replacing 29 OAS officers

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+