Get Updates
Get notified of breaking news, exclusive insights, and must-see stories!

ଏଲପିଜି ସିଲିଣ୍ଡର ଧରି ଧାଡିରେ ଛିଡା ନ ହେବାକୁ ପରାମର୍ଶ

ଏଲପିଜି ସିଲିଣ୍ଡର ଧରି ଧାଡିରେ ଛିଡା ନ ହେବାକୁ ପରାମର୍ଶ ଦେଲେ ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା । ଆଇଭିଆରଏସ, ଏସଏମଏସ, ହ୍ୱାଟସଆପ, ମୋବାଇଲ ଆପରେ ବୁକିଂ କରନ୍ତୁ । ବ୍ୟକ୍ତିଗତ ଭାବେ ଡିଷ୍ଟ୍ରିବ୍ୟୁଟରଙ୍କ ପାଖକୁ ଯିବା ଦରକାର ନାହିଁ । ସହରାଞ୍ଚଳରେ ଦୁଇଟି ସିଲିଣ୍ଡର ବୁକିଂ ମଧ୍ୟରେ ୨୫ ଦିନ ବ୍ୟବଧାନ ରହିବ ।

gas line

ଗ୍ରାମାଞ୍ଚଳରେ ୨ଟି ସିଲିଣ୍ଡର ମଧ୍ୟରେ ବୁକିଂ ବ୍ୟବଧାନ ୪୫ ଦିନ ମଧ୍ୟରେ ହେବ । ଯଦି ଏହି ନିୟମକୁ କେହି ନମାନନ୍ତି ତାହେଲେ ବୁକିଂ ନେବ ନାହିଁ । ଅନ୍ୟପଟେ ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ଆସୁଛି ୯୨ ହଜାର ୭୦୦ ମେଟ୍ରିକ ଟନ ଏଲପିଜି । କାଲି ରାତିରେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି । ଆସନ୍ତା ୧୬ ଓ୧୭ ସୁଦ୍ଧା ମୁନ୍ଦ୍ରା ଓ କାଣ୍ଡାଲା ପୋର୍ଟରେ ପହଞ୍ଚିବ । ଆଉ ୨୨ଟି ଭାରତୀୟ ଭେସେଲ ପର୍ସିଆନ ଗଲ୍ପରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+