Subhash Dandekar: ଷ୍ଟେସନାରୀ ବ୍ରାଣ୍ଡ କାମଲିନର ପ୍ରତିଷ୍ଠାତା ସୁଭାଷ ଦାଣ୍ଡେକରଙ୍କ ଦେହାନ୍ତ, ପରିବାରରେ ଶୋକର ଛାୟା

Subhash Dandekar: ମୁମ୍ବାଇ, ଜୁଲାଇ ୧୫: ଷ୍ଟେସନାରୀ ବ୍ରାଣ୍ଡ କାମଲିନର ପ୍ରତିଷ୍ଠାତା ସୁଭାଷ ଦାଣ୍ଡେକରଙ୍କ ସୋମବାର ଦେହାନ୍ତ ହୋଇଛି । ପରିବାର ସୂତ୍ରରୁ ଏ ନେଇ ଜଣାପଡ଼ିଛି । ମୃତ୍ୟ ବେଳକୁ ଦାଣ୍ଡେକରଙ୍କ ବୟସ 86 ଥିଲା।

ଜାପାନର କୋକୁୟୋକୁ ଲୋକପ୍ରିୟ ଆର୍ଟ ୱାର୍କ ବ୍ରାଣ୍ଡ ବିକ୍ରୟ କରିବା ପରେ, ଦାଣ୍ଡେକର କୋକୁୟୋ କାମଲିନର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରୁଥିଲେ ।

Subhash Dandekar

ସୋମବାର କେନ୍ଦ୍ରୀୟ ମୁମ୍ବାଇରେ ଦାଣ୍ଡେକରଙ୍କ ଶବଦାହ କରାଯାଇଛି ଏବଂ ଗୁରୁବାର ଦିନ ଏକ ଶୋକ ସଭା ଅନୁଷ୍ଠିତ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+