Get Updates
Get notified of breaking news, exclusive insights, and must-see stories!

ପୁଣି ଧାର୍ମିକ ଶୋଭାଯାତ୍ରାରେ ପଥର ମାଡ଼: ଜଣେ ମୃତ

ରାଜସ୍ଥାନ: ପୁଣି ଧାର୍ମିକ ଶୋଭାଯାତ୍ରା ବେଳେ ପଥର ମାଡ଼ । ପରେ ଆରମ୍ଭ ହୋଇଯାଇଥିଲା ଲୋକଙ୍କ ମଧ୍ୟରେ ଦୌଡ଼ାଦୌଡି । ସ୍ଥିତି ଏତେ ବିଗିଡି ଯାଇଥିଲା ଯେ, ଘଟଣାସ୍ଥଳରେ ଜଣଙ୍କର ମତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ମୃତକ ଜଣକ ହେଲେ ଶାମ ଛିପା । ଏପରି ଘଟଣଆ ରାଜସ୍ଥାନର ଚିଚୋରଗଡ଼ରେ ଘଟିଛି । ପିରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ରାଜସ୍ଥାନର ଚିତୋରଗଡ଼ ଚାରଭୂତା ନାଥଙ୍କ ଶୋଭାଯାତ୍ରା ଚାଲିଥିବା ବେଳେ ହଠାତ୍ କିଛି ଲୋକ ପଠର ମାଡ଼ କରିଥିଲେ । ତେବେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଲୋକ ଏହି ପଥର ମାଡ଼ କରିଥିବା ନେଇ ଖବର ରହିଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି, ଖବର ପାଇଁ ଖଟଣାସ୍ଥଳରେ ପୋଲିସ ପବଞ୍ଚି ତଦନ୍ତ ଆରମ୍ଭ କରିଛି, ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ତେବେ ସହରର ମୁଖ୍ୟ ବଜାରରେ ଅବସ୍ଥିତ ଦୁର୍ଗା ମଣ୍ତପ ନିକଟରେ ଏପରି ଘଟଣା ଘଟିଛି ।

RAJSTHAN

ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+