ଭାରତ-ପାକିସ୍ତାନ ଅସ୍ତ୍ରବରତି ପରେ ସେୟାର ବଜାରରେ ଜବରଦସ୍ତ ଉତ୍ସାହ; ୧୯ଶହ ପଏଣ୍ଟ ବଢି ୮୧ ହଜାର ପାର କରିଛି ବିଏସଇ ସେନସେକ୍ସ

ସେୟାର ବଜାରରେ ଧମାକା। ଭାରତ-ପାକିସ୍ତାନ ଅସ୍ତ୍ରବରତି ପରେ ସେୟାର ବଜାରରେ ଜବରଦସ୍ତ ଉତ୍ସାହ। ଆଜି କାରବାର ଆରମ୍ଭରେ ସେୟାର ମାର୍କେଟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ୧୯ଶହ ପଏଣ୍ଟ ବଢି ୮୧ ହଜାର ପାର କରିଛି ବିଏସଇ ସେନସେକ୍ସ। ସେହିପରି କାରବାର ଆରମ୍ଭରେ ବଢିଛି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ।

ଶୁକ୍ରବାର ସେନସେକ୍ସରେ ହ୍ରାସ ଦେଖିବାକୁ ମିଳିଥିଲା। ୧ହଜାର ୪୮ ଅଙ୍କ ଖସି ୭୯ହଜାର ୪୫୪ ପଏଣ୍ଟରେ ବନ୍ଦ ହୋଇଥିଲା କାରବାର। ଆଜି ୧୫ଶହ ପଏଣ୍ଟ ବୃଦ୍ଧି ସହ ଆରମ୍ଭ ହୋଇଥିଲା କାରବାର। ପରେ ଏଥିରେ ବୃଦ୍ଧି ଦେଖିବାକୁ ମିଳିଥିଲା।

Stock market after India-Pakistan ceasefire
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+