ଟେକ୍‌ ଅଫ୍ ବେଳେ ଖସିପଡ଼ିଲା ସ୍ପାଇସ୍‌ ଜେଟ୍ ବିମାନ ଚକ, ସୂଚନା ପରେ ଏମର୍ଜେନ୍ସୀ ଘୋଷଣା

ଟେକ୍‌ ଅଫ୍ ବେଳେ ଖସିପଡ଼ିଲା ସ୍ପାଇସ୍‌ ଜେଟ୍ ବିମାନ ଚକ ।କାଣ୍ଡଲା-ମୁମ୍ବାଇ ବିମାନରେ ଉଡ଼ାଣ ପରେ ରନ୍‌ୱେରେ ମିଳିଲା ଚକ । ୭୫ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ । ସୂଚନା ପରେ ଏମର୍ଜେନ୍ସୀ ଘୋଷଣା, ସୁରକ୍ଷିତ ଅବତରଣ କଲା ବିମାନ ।

SpiceJet plane
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+