Get Updates
Get notified of breaking news, exclusive insights, and must-see stories!

ରାଜନୀତିରେ ଡୋନା ଗାଙ୍ଗୁଲିଙ୍କ ପ୍ରବେଶ ନେଇ ଚର୍ଚ୍ଚା

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କ ରାଜନୀତିରେ ଆସିପାରନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୌରଭ ଗାଙ୍ଗୁଲିଙ୍କ ଘରେ ରାତ୍ରୀ ଭୋଜନ ପରେ ଆରମ୍ଭ ହୋଇଛି ଏନେଇ ଚର୍ଚ୍ଚା ।

କୋଲକାତା: ବିସିସିଆଇ ସଭାପତି ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କ ରାଜନୀତି ରେ ପ୍ରବେଶ ନେଇ ହେଉଛି ଚର୍ଚ୍ଚ। ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭା ସଦସ୍ୟ ହୋଇପାରନ୍ତି ବୋଲି ଚାଲିଛି କଳ୍ପନାଜଳ୍ପନା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୌରଭ ଗାଙ୍ଗୁଲିଙ୍କ ଘରେ ରାତ୍ରୀ ଭୋଜନ ପରେ ଆରମ୍ଭ ହୋଇଛି ଏନେଇ ଚର୍ଚ୍ଚା ।

Dona ganguly

କିନ୍ତୁ ଡୋନା ଏହାକୁ ଅଗ୍ରାହ୍ୟ କରିଛନ୍ତି। ଅମିତ୍ ଶାହାଙ୍କ ସହ ତାଙ୍କର ପାରିପବାରିକ ସମ୍ପର୍କ ରହିଛି । ଅମିତ୍ ଙ୍କୁ ସୌରଭ ଅନେକ ଦିନ ରୁ ଜାଣିଥିବା ସହ ତାଙ୍କର କୌଣସି ରାଜନୈତିକ ସମ୍ପର୍କ ନଥିବା ସେ କହିଛନ୍ତି । ବର୍ତ୍ତମାନ ରାଜନୀତି ରେ ଆସିବା ନେଇ ସେଭଳି ଯୋଜନା ନଥିବା ଡୋନା ମତ ରଖିଛନ୍ତି।

ଧାରା ୮୦ (୧) (କ) ଅନୁଯାୟୀ ରାଷ୍ଟ୍ରପତି ରାଜ୍ୟସଭାକୁ ୧୨ ଜଣ ସଦସ୍ୟଙ୍କୁ ମନୋନୀତ କରିପାରିବେ। ରୁପା ଗାଙ୍ଗୁଲି ଏବଂ ସ୍ୱପନ ଦାସଗୁପ୍ତାଙ୍କ ସମେତ ୧୨ ରୁ ପାଞ୍ଚ ଜଣ ଚଳିତ ମାର୍ଚ୍ଚ ଏବଂ ଏପ୍ରିଲ୍ ସେମାନଙ୍କର କାର୍ଯ୍ୟ ଶେଷ କରିଛନ୍ତି। ଏଥିରେ ମେରି କମ ଏବଂ ସୁବ୍ରମଣ୍ୟନ୍ ସ୍ଵମୀ ଅନ୍ତର୍ଭୁକ୍ତ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+