୨୪ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ
ମୌସୁମୀକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । କେରଳ ଛୁଇଁବ ମୌସୁମୀ । ଆଗାମୀ ୨୪ ଘଣ୍ଟାରେ ଭିତରେ କେରଳ ଛୁଇଁବ ମୌସୁମୀ ବାୟୁ । ଆକଳନର ସପ୍ତାହେ ଆଗରୁ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସବୁଠାରୁ ବଡ଼ କଥା ହେଉଛି ୧୬ ବର୍ଷ ପରେ ଏହା ପ୍ରଥମ ଥର ପାଇଁ ସଅଳ ଛୁଇଁବ ।

ସାଧାରଣତଃ ଜୁନ ୧ରେ କେରଳରେ ମୌସୁମୀ ବାୟୁ ପ୍ରବେଶ କରେ । ମାତ୍ର ୧୯୧୮ ମସିହାରେ ମୌସୁମୀ ବାୟୁ ମେ ୧୧ ତାରିଖରେ ପ୍ରଥମ ଥର ପାଇଁ କେରଳ ଛୁଇଁଥିଲା । ତେବେ ଗତ ୨୫ ବର୍ଷ ମଧ୍ୟରେ ୨୦୧୬ ମସିହାରେ ମୌସୁମୀ ସବୁଠାରୁ ବିଳମ୍ବରହେ ପହଞ୍ଚିଥିଲା । ମୌସୁମୀ ୯ ଜୁନ ତାରିଖରେ କେରଳରେ ପ୍ରବେଶ କରିଥିଲା।












Click it and Unblock the Notifications