ସୋରେନଙ୍କୁ ନିର୍ଯାତନା ଅଭିଯୋଗ, ଥାନାରେ ମାମଲା ରୁଜୁ

ରାଞ୍ଚି: ଜମି ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନେ ରାଞ୍ଚିରେ ଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାସଭବନରେ ପଚରାଉଚରା କରୁଥିବାବେଳେ ହେମନ୍ତ ସୋରେନଙ୍କ ପାର୍ଟି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଇଡି ଅଧିକାରୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ ଆଣିଛନ୍ତି ।

Hemant Soren

ଏହି ଅଭିଯୋଗ ଆଧାରରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି । ଝାଡଖଣ୍ଡର ଗୃହ ସଚିବଙ୍କୁ ମଧ୍ୟ ହଟାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଏସଏମ ଏସଟି ଅଧିନିୟମ ଅନୁଯାୟୀ ଜେଏମଏମ ଦ୍ୱାରା ଏକ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ଇଡି ଟିମ୍ ହେମାନ୍ତ ସୋରେନଙ୍କୁ ଜମି ସ୍କାମ ମାମଲାରେ ପଚରାଉଚରା କରୁଛି । ସୂଚନାନୁସାରେ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା SCST ପୋଲିସ ଷ୍ଟେସନରେ ଦେଇଥିବା ଅଭିଯୋଗରେ ସିଏମ ହେମନ୍ତ ସୋରେନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+