କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୋନିଆ ଏବେ କୋଭିଡରେ ଆକ୍ରାନ୍ତ ଥିବା ଯୋଗୁଁ ଆଜି ତାଙ୍କ ଠାରେ ସ୍ବାସ୍ଥ୍ୟଗତ ଜଟିଳତା ଦେଖାଦେଇଥିଲା।

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୋନିଆ ଏବେ କୋଭିଡରେ ଆକ୍ରାନ୍ତ ଥିବା ଯୋଗୁଁ ଆଜି ତାଙ୍କ ଠାରେ ସ୍ବାସ୍ଥ୍ୟଗତ ଜଟିଳତା ଦେଖାଦେଇଥିଲା। ଫଳରେ ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପଟାଲରେ ଭର୍ତ୍ତି କରାଯାଇଛି । ଏନେଇ କଂଗ୍ରେସ ଜାତୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ବାଲା ସୂଚନା ଦେଇଛନ୍ତି ।

sonia gandhi

ବର୍ତ୍ତମାନ ସୋନିଆଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ ଏବେ ହସ୍ପିଟାଲରେ ଡାକ୍ତରୀ ଟିମର ନିରୀକ୍ଷଣରେ ରହିବା ନେଇ ସୂର୍ଯ୍ୟେଓ୍ବାଲା ସୂଚନା ଦେଇଛନ୍ତି । ଗତ 10 ଦିନପୂର୍ବରୁ ସୋନିଆ କୋଭିଡରେ ଆକ୍ରାନ୍ତ ହୋଇଥିବା ଟେଷ୍ଟରୁ ଜଣାପଡିଥିଲା । ସେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+