Get Updates
Get notified of breaking news, exclusive insights, and must-see stories!

ସଂସଦର ବଜେଟ ଅଧିବେଶନ: ସାମାଜିକ ଗଣମାଧ୍ୟମ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ସୋନିଆ

ଆଜି ସଂସଦର ବଜେଟ ଅଧିବେଶନରେ ସାମାଜିକ ଗଣମାଧ୍ୟମକୁ ନେଇ କଂଗ୍ରେସ ଅଧ୍ୟକ୍ଷ୍ଯା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି। ସୋନିଆ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଯେ ଫେସବୁକ ଏବଂ ଟ୍ୱିଟର ପରି ସୋସିଆଲ ମିଡିଆ ସଂସ୍ଥାଗୁଡିକ ଭାରତରେ ନିର୍ବାଚନୀ ରାଜନୀତିରେ ପ୍ରଭାବ ବିସ୍ତାର କରୁଛନ୍ତି।

Loksabha

ସଂସଦର ଶୂନ୍ୟକାଳରେ କଂଗ୍ରେସ ନେତା ଦାବି କରିଛନ୍ତି ଯେ ଏହିଭଳି ସାମାଜିକ ଗଣମାଧ୍ୟମ ଆମ ଗଣତନ୍ତ୍ରକୁ ହ୍ୟାକ୍ କରୁଛି। ଆମ ଗଣତନ୍ତ୍ରକୁ ହ୍ୟାକ୍ କରିବା ପାଇଁ ସୋସିଆଲ ମିଡିଆର ଅପବ୍ୟବହାର ହେବାର ଆଶଙ୍କା ରହିଛି। ଏହିସବୁ ସଂସ୍ଥା ରାଜନୈତିକ କାହାଣୀ ତିଆରି କରି ବ୍ୟବହାରକାରୀଙ୍କ ମଧ୍ୟରେ ଅଯଥା ଦ୍ଵନ୍ଦ ସୃଷ୍ଟି କରୁଛନତି। ଏହା ଉପରେ ଅଙ୍କୁଶ ଲବାଇବାକୁ ସୋନିଆ ଦାବି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+