Get Updates
Get notified of breaking news, exclusive insights, and must-see stories!

ଗୃହମନ୍ତ୍ରୀଙ୍କୁ ନକ୍ସଲଙ୍କ ଚିଠି,ମୁଖ୍ୟସ୍ରୋତରେ ସାମିଲ୍‌ ହେବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ

ଛତିଶଗଡ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କୁ ଓଡିଶାର କିଛି ନକ୍ସଲ ସଂଗଠନର ଚିଠି ଲେଖିଛନ୍ତି । ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରାଯାଇଛି ।

naxal

ଆତ୍ମସମର୍ପଣ ପାଇଁ ଚାହୁଁଥିବା ନକ୍ସଲ ସଂଗଠନ ବିବିଏମ ପକ୍ଷରୁ ସୂଚନା ଦିଆଯାଇଛି । ଆତ୍ମସମର୍ପଣ କଲେ ସୁରକ୍ଷା ପ୍ରଦାନ କରିବାକୁ ନକ୍ସଲ ଦାବି କରିଛନ୍ତି । ମାର୍ଚ୍ଚ ୧/ ୨ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବା ନେଇ ନକ୍ସଲ ସଂଗଠନ ସୂଚନା ଦେଇଛନ୍ତି । ଓଡିଶା କିମ୍ବା ଛତିଶଗଡ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+