ତିରୁପତି ଲଡୁ ବିବାଦ: SIT କରିବ ତଦନ୍ତ
Supreme Court: ତିରୁପତି ଲଡୁ ବିବାଦ । ସିବିଆଇ ନେତୃତ୍ବାଧୀନ ଏସଆଇଟି ଜରିଆରେ ମାମଲାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଏହି ଏସଆଇଟିରେ ଦୁଇଟି ରାଜ୍ଯର ପୋଲିସ ଅଧିକାରୀ ଓ ଭାରତର ଖାଦ୍ଯ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ ବା ଏଫଏସଏସଏଆଇର ଜଣେ ପ୍ରତିନିଧି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟ କହିଛନ୍ତି ଯେ ଏହା କୋଟି କୋଟି ଲୋକଙ୍କ ବିଶ୍ୱାସ ସହ ଜଡିତ ଏକ ପ୍ରଶ୍ନ, ତେଣୁ ଏହି ଘଟଣାର ସଠିକ୍ ଅନୁସନ୍ଧାନ କରାଯିବା ଉଚିତ୍।













Click it and Unblock the Notifications