ଏଠାରେ ଭାଇ ଭଉଣୀର ହୁଅନ୍ତି ବର, ଜାଣନ୍ତୁ ଏଭଳି ପରମ୍ପରା କେଉଁଠାରେ ରହିଛି ?

ବିବାହ ସମ୍ବନ୍ଧୀୟ ପରମ୍ପରା ଦୁନିଆର ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ଅଟେ । କିନ୍ତୁ ସବୁ ଜାଗାରେ ଆପଣ ପ୍ରାୟତ ବିବାହରେ ଳୋକମାନଙ୍କୁ ନାଚୁଥିବାର ଦେଖିଥିବେ । ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆମ ଦେଶେର ବିଭିନ୍ନ ପ୍ରକାର ଅନ୍ଧବିଶ୍ୱାସ ରହିଛି । ଏହି ସବୁ ଅନ୍ଧବିଶ୍ୱାସଗୁଡ଼ିକୁ ମଧ୍ୟ ଲୋକେ ନିଷ୍ଠାର ସହ ମାନି ଥାଆନ୍ତି ।

ଆମ ଦେଶରେ ଆଜି ମଧ୍ୟ ଅନ୍ଧବିଶ୍ୱାସୀ ପରମ୍ପରା ଜାରି ରହିଛି । ଏହିପରି ଏକ ପରମ୍ପରା ବିଷୟରେ ଆଜି ଆମେ ଜାଣିବା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆଜିର ଆଧୁନିକ ଯୁଗରେ ମଧ୍ୟ ଲୋକମାନେ ଏଭଳି କାମ କରିବାକୁ ପଛାନ୍ତି ନାହିଁ । ଛତିଶଗଡ଼ର ବସ୍ତର ଅଞ୍ଚଳର କାଙ୍ଗେରଘାଟିରେ ଏହିପରି ଏକ ପରମ୍ପରା ରହିଛି । ଯାହା ଜାଣିଲେ ଆପଣଙ୍କ ଗୋଡ଼ ତଳୁ ମାଟି ଖସିଯିବ । ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହିଁ । ପରମ୍ପରା ନାେଁର ପାଣିକୁ ସାକ୍ଷୀ ରଖି ଏଠାରେ ଭାଇ ସହ ଭଉଣୀଙ୍କୁ ବିବାହ ବନ୍ଧନରେ ବାନ୍ଧି ଦିଆଯାଏ ।

sister has to marry her brother

ଭାଇ ଭଉଣୀଙ୍କର ସମ୍ପକର୍କୁ ଏକ ପବିତ୍ର ସମ୍ପର୍କ ହିସାବରେ ଜଣା ଯାଉ ଥିବାବେଳେ ଏଠାରେ ଭାଇ ଭଉଣୀ ବିବାହ କରିଥାନ୍ତି । ଏଠାରେ ଧୁରବା ସମ୍ପ୍ରଦାୟର ଲୋକମାନେ ଏହି ପରମ୍ପରାକୁ ମାନିଥାଆନ୍ତି । ଏହି ସମ୍ପ୍ରଦାୟର ଲୋକ ମାନେ ନିଜ ଝିଅର ବିବାହ ପିଉସୀ ପୁଅ ଭାଇ କିମ୍ବା ମାଉସୀ ପୁଅ ଭାଇଙ୍କ ସହ କରାଇଥାନ୍ତି । ଯଦି ଏମାନେ ବିବାହ ନ କରିଥାଆନ୍ତି ତେବେ ଏମାନଙ୍କୁ ଦଣ୍ଡ ଦିଆଯାଇଥାଏ ।

ଯଦି କେହି ବିବାହ କରିବାକୁ ମନା କରିଥାଆନ୍ତି ତେବେ ସେମାନଙ୍କୁ ଏଥିପାଇଁ ଜୋରିମାନା ଦେବାକୁ ପଡ଼ିଥାଏ । କିନ୍ତୁ ବତ୍ତର୍ମାନ ଲୋକମାନେ ସେଚତନ ହେବା ସହ ଧିରେ ଧିରେ ଏହି ପରମ୍ପରାକୁ ମୂଳୋତ୍ପଟନ କରିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ତଥାପି ଏପରି ଲୋକ ମଧ୍ୟ ରହିଛନ୍ତି ଯେଉଁମୋନ ଏଥିରୁ ନିବୃତ୍ତ ହେବାକୁ ଚାହୁଁନଥିବା ମଧ୍ୟ କୁହାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+