ଏହି ମସଲା ବଦଳାଇଦିଏ ଭାଗ୍ୟ!

ଭୁବନେଶ୍ୱର: ମସଲା ପାଇଁ ଭାରତ ସାରା ବିଶ୍ୱରେ ପ୍ରସିଦ୍ଧ । ଏହା ଖାଦ୍ୟ ଏବଂ ଔଷଧ ତିଆରିରେ ବ୍ୟବହୃତ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ବାସ୍ତୁରେ ଏହି ମସଲାର ବିଶେଷ ମହତ୍ତ୍ୱ ରହିଛି ବାସ୍ତୁ ଅନୁଯାୟୀ, ବିଭିନ୍ନ ମସଲା ରାଶିଫଳରେ ଅବସ୍ଥିତ ଗ୍ରହ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ । ତେଣୁ ଏଥି ସହ ଜଡିତ କିଛି ବିଶେଷ ଉପାୟ ଗ୍ରହଣ କରିବା ଦ୍ୱାରା, ଗ୍ରହ ଦୋଷ ଦୂର ହୋଇ ଭାଗ୍ୟ ପରିବର୍ତ୍ତନ ହୋଇପାରିବ । ଚାଲନ୍ତୁ ଜାଣିବା ଏହା ବିଷୟରେ...

ଜିରା ଦ୍ୱାରା କରନ୍ତୁ ରାହୁ- କେତୁ ଗ୍ରହ ଶାନ୍ତ:

ରାଶିରେ ରାହୁ- କେତୁ ଗ୍ରହ ଅଶାନ୍ତ ହେବା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ, ଯେଉଁ ମାନଙ୍କର ରାହୁ- କେତୁ ଦଶା ଚାଲିଛି, ସେମାନେ ଶନିବାର ଦିନ ଜିରା ଦାନ କରିବା ଉଚିତ୍ । ଯେହେତୁ ଜିରା ରାହୁ- କେତୁ ଗ୍ରହ ସହିତ ଜଡିତ, ଏହା ସେମାନଙ୍କର ଖରାପ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

spices

ଲବଙ୍ଗ ଏବଂ ଗୋଲ ମରିଚରେ କରନ୍ତୁ ଶନି ଗ୍ରହ ମଜବୁତ:

ବାସ୍ତୁ ଅନୁଯାୟୀ, ଲବଙ୍ଗ ଏବଂ ଗୋଲ ମରିଚ ଶନି ଗ୍ରହକୁ ପ୍ରତିପାଦିତ କରିଥାଏ । ତେଣୁ, ଏହା ସହ ଜଡିତ ଉପାୟ ଗ୍ରହଣ କରି ଆପଣ ରାଶି ଫଳରେ ଶନି ଗ୍ରହକୁ ମଜବୁତ କରିପାରିବେ । ଏଥିପାଇଁ ସୋରିଷ ତେଲରେ ଲବଙ୍ଗ କିମ୍ବା ଗୋଲ ମରିଚ ପକାଇ ଦୀପ ଜାଳନ୍ତୁ । ଏହା ଶନିର ଗ୍ରହର ଖରାପ ପ୍ରଭାବରୁ ମୁକ୍ତି ଦେବ ଏବଂ ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇବ ।

ହିଙ୍ଗରୁ କରନ୍ତୁ ବୁଧ ଏବଂ ବୃହଷ୍ପତି ଗ୍ରହ ମଜବୁତ:

ହିଙ୍ଗ ସହିତ ବୁଦ୍ଧ ଏବଂ ବୃହସ୍ପତି ଗ୍ରହ ଜଡିତ ବୋଲି ବିଶ୍ୱାସ କରାଯାଏ ତେଣୁ ମଧ୍ୟାହ୍ନ ଭୋଜନରେ ହିଙ୍ଗ ଖାଇବା ଦ୍ୱାରା ମନ ଶାନ୍ତ ରହିଥାଏ । ଏହା ଦ୍ୱାରା ବୁଦ୍ଧ ଦୋଷରୁ ମୁକ୍ତି ମିଳିବା ସହିତ ବୃହସ୍ପତି ଗ୍ରହ ରାଶିଫଳରେ ମଜବୁତ ହୋଇଥାଏ ।

ହଳଦୀରେ କରନ୍ତୁ ବୃହଷ୍ପତି ଗ୍ରହ ମଜବୁତ: ହଳଦୀ । ବୃହସ୍ପତି ଗ୍ରହ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ । ତେଣୁ କୁଣ୍ଡଳୀରେ ବହସ୍ପତିଙ୍କୁ ମଜବୁତ କରିବା ପାଇଁ ପକେଟରେ ହଳଦୀ ଖଣ୍ଡ କିମ୍ବା ଏକ ଚିମୁଟାଏ ହଳଦୀକୁ ରୁମାଲରେ ବାନ୍ଧି ରଖୁବା ଉଚିତ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+