ନଦୀକୁ ଖସିଲା ଯାତ୍ରୀବାହୀ ବସ୍‌, 6 ମୃତ

ନୂଆଦିଲ୍ଲୀ: ସିକ୍କିମର ପାଙ୍କୟୋଗ ଜିଲ୍ଲାର ଅଟଳ ସେତୁ ପାଖରେ ଏକ ବସ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 6 ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏଥିସହ ୧୫ ଜଣ ଆହତ ହୋଇଛନ୍ତି । ଏହି ବସଟି ସିଲୀଗୁଡ଼ିରୁ ଗଙ୍ଗଟୋକ ଯାଉଥିବା ବେଳେ ନଦୀ କୂଳରେ ଏହି ବସଟି ଖସି ପଡି ଦୁର୍ଘଟଣା ଘଟିଛି ।

accident

ମୃତକଙ୍କ ମଧ୍ୟରୁ ମହିଳା ମଧ୍ୟ ସାମିଲ ଅଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ରଂଗୋପର ଏକ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଛି । ପୋଲିସ କହିଛି ଯେ, ମୃତକଙ୍କ ସଂଖ୍ୟାରେ ବୃଦ୍ଧି ହେବାର ସମ୍ଭାବନା ରହିଛି, କାରଣ ଆହତଙ୍କ ମଧ୍ୟରୁ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଦୁର୍ଘଟଣା କିପରି ଘଟିଲା, ତାହା ଯାଞ୍ଚ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+