Get Updates
Get notified of breaking news, exclusive insights, and must-see stories!

ମହାକାଶ କ୍ଷେତ୍ରରେ ଭାରତ ରଚିବାକୁ ଯାଉଛି ନୂଆ ଇତିହାସ, ପ୍ରଥମ ଭାରତୀୟ ଭାବେ ମହାକାଶ ଛୁଇଁବେ ଶୁଭ୍ରାଂଶୁ ଶୁକ୍ଲା

ମହାକାଶ କ୍ଷେତ୍ରରେ ନୂଆ ଇତିହାସ ରଚିବାକୁ ଯାଉଛି ଭାରତ । ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲା Axiom Mission 4 (Ax-4) ଅଧିନରେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟସନ (ISS) ଯାତ୍ରା କରିବାରେ ପ୍ରଥମ ଭାରତୀୟ ହେବାକୁ ଯାଉଛନ୍ତି । ଏବେ ଏହି ମିଶନର ଲଞ୍ଚ ତାରିଖ ସାମ୍ନାକୁ ଆସିଛି, ଯାହାକୁ କି ନାସାର ଫ୍ଲାରିଡ଼ା ସ୍ଥିତ କେନେଡୀ ସ୍ପେସ ଷ୍ଟେସନରେ ଲଞ୍ଚ କରାଯିବ ।

ଭାରତୀୟ ମହାକାଶ ଯାତ୍ରୀ ଗଗନଯାନର ମିଶନର ଅଂଶ ହୋଇଥିବା ବେଳେ, ଆସନ୍ତା ମେ'ରେ କାନେଡୀ ସ୍ପେସ ଷ୍ଟେସନରୁ ISS ପାଇଁ ଯାତ୍ରା କରିବେ । ଏହି ମିଶନର ଇଣ୍ଟରନ୍ୟାସନାଲ ସ୍ପେସ ରିସର୍ଚ୍ଚରେ ଭାରତର ଭାଗିଦାରୀରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଭାରତୀୟ ବାୟୁସେନାର ଅନୁଭବୀ ପାଇଲଟ ଶୁଭ୍ରାଂଶ ସ୍ପେସଏକ୍ସ ଡ୍ରାଗନ ସ୍ପେସକ୍ରାଫ୍ଟରେ ମିଶନ ପାଇଲଟ ଭାବେ କାମ କରିବେ ।

Shubhanshu Shukla t

ଶୁଭ୍ରାଂଶୁ ଭାରତର ମହାତ୍ତ୍ବାକାଂକ୍ଷୀ ଗଗନଯାନ ହ୍ୟୁମ୍ୟାନ ସ୍ପେସ ଫ୍ଲାଇଟ ପ୍ରୋଗ୍ରାମ ପାଇଁ ନୋମିନେଟ ହୋଇଥିବା ମହାକାଶ ଯାତ୍ରୀ ମଧ୍ୟ ଅଟନ୍ତି । ନାସାର ପୂର୍ବତନ ଅନ୍ତରୀଣ ଯାତ୍ରୀ ପେଗୀ ହ୍ବିଟସନ ଏକ୍ସ-୪ ମିଶନର ନେତୃତ୍ବ ନେବେ । ଶୁଭ୍ରାଂଶୁଙ୍କ ଭାଗିଦାରିତା ଗ୍ଲୋବାଲ ସ୍ପେସ ରିସର୍ଚ୍ଚରେ ଭାରତର ବଡ଼ ଭୂମିକାକୁ ଦର୍ଶାଉଛି । ୧୯୮୪ରେ ପ୍ରଥମ ଭାରତୀୟ ଭାବେ ମହାକାଶ ଯାତ୍ରା କରିଥିବା ରାକେଶ ଶର୍ମାଙ୍କ ରାସ୍ତାରେ ଚାଲୁଛନ୍ତି ଶୁଭ୍ରାଂଶୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+