Get Updates
Get notified of breaking news, exclusive insights, and must-see stories!

ୟୁପି ଏବଂ ଦିଲ୍ଲୀ ବଜାରରୁ ଗାଏବ ଅମୂଲ ବଟର

ୟୁପି ଏବଂ ଦିଲ୍ଲୀ ବଜାରରୁ ଗାଏବ ଅମୂଲ ବଟର ।

ନୂଆଦିଲ୍ଲୀ : କିଛି ରାଜ୍ୟରେ ଦିପାବଳୀ ପରେ ଦେଖାଦେଇଛି ବଟର ସଂକଟ। ଉତ୍ତରପ୍ରଦେଶ ଏବଂ ରାଜଧାନୀର ମାର୍କେଟରେ ଦେଖାଦେଇଛି ଅଭାବ। ଡାଏରୀ କମ୍ପାନୀ ଗୁଡିକରେ ମଧ୍ୟ ମିଳୁନି ଅମୁଲ ବଟର । ଦିପାବଳୀରେ ଅଧିକ ଦୁଗ୍ଧ ବ୍ୟବହାର ହେତୁ ଲହୁଣୀ ଉତ୍ପାଦନ ହୋଇ ପାରିନି। କେବଳ ଏତିକି ନୁହେଁ ଗାଈଙ୍କ ଠାରେ ବ୍ୟାପିଥିବା ରୋଗ ଯୋଗୁଁ କ୍ଷୀର ଉତ୍ପାଦନ ସହିତ ଲହୁଣୀ ଉତ୍ପାଦନ ମଧ୍ୟ କମ ହୋଇଛି ।

Amul butter

ସାଧାରଣତଃ ଖରା ଗିନରେ ଲହୁଣୀ ବ୍ୟବହାର କମ ହୋଇଥାଏ। କିନ୍ତୁ ଶୀତଦିନେ ଏହାର ବ୍ୟବହାର ବୃଦ୍ଧି ପାଇଥାଏ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଜଧାନୀ ଦିଲ୍ଲୀ ସମେତ ୟୁପି, ପଞ୍ଜାବ ଏବଂ ଗୁଜୁରାଟର କିଛି ଅଞ୍ଚଳରେ ଦୋକାନରେ ଅମୂଲ ବଟର ମିଳୁନଥିବା ଜଣାପଡିଛି । ୟୁପିର 35 ରୁ 50 ପ୍ରତିଶତ ବଟରର ଅଭାବ ଦେଖାଦେଇଛି। ଦିଲ୍ଲୀର ଦୋକାନୀମାନେ କହିଛନ୍ତି, କିଛି ଦିନ ହେବ ଅମୂଲ ସପ୍ଲାଏ ବଜାରକୁ ହୋଇ ନାହିଁ। ତେଣୁ ଏହା ପାଇବା ମୁସ୍କିଲ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+