Get Updates
Get notified of breaking news, exclusive insights, and must-see stories!

ଶିବାଜୀ ମହାରାଜା ଦୁର୍ଗକୁ ମିଳିଲା UNESCOର ମାନ୍ୟତା

ଛତ୍ରପତି ଶିବାଜୀଙ୍କ ଅମଳର ମରାଠା ଦୁର୍ଗକୁ ମିଳିଲା ୟୁନେସ୍କୋର ମାନ୍ୟତା । ବିଶ୍ବ ଐତିହ୍ୟ ତାଲିକାରେ ପାଇଲା ସ୍ଥାନ । ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ହେଲା 'ମରାଠା ସୈନ୍ୟଭୂମି, ଯାହା ଭାରତର ୪୪ତମ ୟୁନେସ୍କୋ ମାନ୍ୟତା ପାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି । ଏହାସହିତ ମୋଦିଙ୍କୁ କ୍ତଜ୍ଞତା ଜଣାଇଛନ୍ତି ।

ପ୍ୟାରିସରେ ୪୭ତମ ବିଶ୍ୱ ଐତିହ୍ୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବିଦେଶିକ ମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏକ୍ସରେ ପୋଷ୍ଟ ସେୟର କରି ଲେଖିଛନ୍ତି, ଐତିହାସିକ ଏବଂ ଗୌରବର ମୁହୂର୍ତ୍ତ । ମହାରାଷ୍ଟ୍ର ସରକାର ଆମର ପ୍ରିୟ ଛତ୍ରପତି ଶିବାଜୀ ମହାରାଜାଙ୍କୁ ପ୍ରଣାମ କରୁଛି । ମହାରାଷ୍ଟ୍ରର ନାଗରିକ ଏବଂ ସମସ୍ତ ଶିବଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।

Shivaji Maharaj forts

ମହାରାଷ୍ଟ୍ର ଓ ତାମିଲନାଡୁର ୧୨ଟି ଦୁର୍ଗ ସମେତ ସାଲହେର, ଶିବନେରୀ, ଲୋହଗଡ଼, ଖଣ୍ଡେରୀ, ରାୟଗଡ଼, ରାଜଗଡ଼, ପ୍ରତାପଗଡ଼, ସୁବର୍ଣ୍ଣଦୁର୍ଗ, ପାନହାଲା, ବିଜୟଦୁର୍ଗ, ସିନ୍ଧୁଦୁର୍ଗ ଓ ଗିଙ୍ଗୀ ଦୁର୍ଗ ମରାଠା ଶାସକଙ୍କ ସାମରିକ ରଣନୀତି ଓ ସ୍ଥାପତ୍ୟ କୌଶଳକୁ ପ୍ରଦର୍ଶିତ କରୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+