ଶାହାଙ୍କ ଚେତାବନୀ ; ଖୁବ୍ ଶୀଘ୍ର ମୂଳପୋଛ ହେବ ଆତଙ୍କବାଦ, ଆସିବ କଡା ଆଇନ

ଦେଶରୁ ମୂଳପୋଛ ହେବ ଆତଙ୍କବାଦ । ଖୁବଶ୍ରୀଘ୍ର ପ୍ରସ୍ତୁତ ହେବ ଆତଙ୍କବାଦୀ ନିରୋଧ ପଲିସି । ଆଣ୍ଟି ଟେରର କନଫରେନ୍ସରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ବୈଠକରେ ୨୧ ରାଜ୍ୟର ପୋଲିସ ଡିଜି ଯୋଗଦେଇଥିଲେ । ଆତଙ୍କବାଦୀଙ୍କ ବିରୋଧରେ କେନ୍ଦ୍ର ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଥିବା କହିଛନ୍ତି ଶାହ ।

amitshaha

ଏଥିସହ ନକ୍ସଲ ମୁକାବିଲା ପାଇଁ ଉଚ୍ଚତମ ଟେକନୋଲୋଜି ମାଧ୍ୟମରେ ସୁରକ୍ଷାକର୍ମୀଙ୍କୁ ଦିଆଯିବ ଟ୍ରେନିଂ । ସବୁ ରାଜ୍ୟର ପୋଲିସଙ୍କୁ ଆତଙ୍କବାଦ ବିରୋଧରେ ଲଢିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆହ୍ବାନ କରିଛନ୍ତି , ଆତଙ୍କକବାଦର ସଠିକ୍ ମୁକାବିଲା ପାଇଁ ଯୁବ ଅଧିକାରୀମାନଙ୍କୁ ସର୍ବୋଚ୍ଚ ପ୍ରଯୁକ୍ତିବିଦ୍ୟା ସହ ତାଲିମ ଦିଆଯିବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+