PM Modi Oath Ceremony: ମୋଦିଙ୍କ ଶପଥ ସମାରୋହରେ ପହଁଞ୍ଚିଲେ ଶାହାରୁଖ ଖାନ ଏବଂ ମୁକେଶ ଅମ୍ବାନୀ
ନୂଆଦିଲ୍ଲ: ଆଉ କିଛି ସମୟ ପରେ ନରେନ୍ଦ୍ର ମୋଦି ନେବେ ଶପଥ । ମୋଦିଙ୍କ ଶପଥ ସମାରୋହରେ ଶାହାରୁଖ ଖାନ ଏବଂ ମୁକେଶ ଅମ୍ବାନୀ ରାଷ୍ଟ୍ରପତି ଭବନରେ ପହଁଞ୍ଚିଛନ୍ତି । ବଲିଓଡ଼ ଅଭିନେତା ଶାହାରୁଖ ଖାନ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି ।

ସେପଟେ ଶପଥ ଗ୍ରହଣ ସମାରୋହରେ ପହଁଞ୍ଚିଛନ୍ତି ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନିରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ଭବନରେ ପହଁଞ୍ଚିଲେ ରାଜନାଥ ସିଂ












Click it and Unblock the Notifications