Get Updates
Get notified of breaking news, exclusive insights, and must-see stories!

ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ ହାସଲ ଲାଗି ପ୍ରତ୍ୟେକ ରାଜ୍ୟ ଦକ୍ଷତାର ସହ କାର୍ଯ୍ୟ କରିବା ନେଇ ଶାହାଙ୍କ ପରାମର୍ଶ

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଦୃଷ୍ଟିରେ ଭାରତ ଏକ ବିଶ୍ୱସନୀୟ ଆକାଂକ୍ଷି ଏବଂ ଆତ୍ମ ନିର୍ଭରଶୀଳ ରାଷ୍ଟ୍ର । ଏହି ଲକ୍ଷ୍ୟକୁ ପୂରଣ କରିବା ଲାଗି ପ୍ରତ୍ୟେକ ରାଜ୍ୟ ନିଜ ସାମର୍ଥ୍ୟକୁ ନିଶ୍ଚିତ ଭାବେ ଅନୁଭବ କରି କାର୍ଯ୍ୟ କରିବା ଉଚିତ୍‍ ।

ଥିବରୁବନନ୍ତପୁରମ୍‍ ଠାରେ ନ୍ୟୁ ଇଣ୍ଡିଆ, ନ୍ୟୁ-କେରଳ କନ୍‍କ୍ଲେଭ୍‍ ଉଦ୍‍ଘାଟନ ଅବସରରେ ଶ୍ରୀ ଶାହା' ଆୟୁର୍ବେଦ, ସୂଚନା ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ ଏବଂ କ୍ରୀଡ଼ା କ୍ଷେତ୍ରରେ କେରଳର ଦକ୍ଷତାକୁ ଭୂୟସୀ ପ୍ରଶଂସା କରିଛନ୍ତି । ସେ ରାଜ୍ୟ ପାଇଁ ବିଜେପି ନେତୃତ୍ୱାଧୀନ ଏନ୍‍.ଡି.ଏ. ସରକାର ଗଠନର ଆବଶ୍ୟକତା ରହିଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

amit shah

ଏଲ୍‍.ଡି.ଏଫ୍‍. ଏବଂ ୟୁ.ଡି.ଏଫ୍‍. ସରକାରଙ୍କ ଦ୍ୱାରା ରାଜ୍ୟରେ ରାଜନୈତିକ ନିଷ୍କ୍ରିୟତା ପରିସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି । ସାବରିମାଲା ସୁନା ଚୋରୀ ଘଟଣାର ତଦନ୍ତ କାର୍ଯ୍ୟ ଏକ ନିରପେକ୍ଷ ତଦନ୍ତକାରୀ ସଂସ୍ଥାକୁ ଦେବା ଲାଗି ସେ ଦାବି କରିଛନ୍ତି । ପରେ ଶ୍ରୀ ଶାହା ନୂତନ ଭାବେ ନିର୍ବାଚିତ ରାଜ୍ୟର ସ୍ଥାନୀୟ ସ୍ୱାୟତ ସଂସ୍ଥାର ବିଜେପି ପ୍ରତିନିଧିମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ପୂର୍ବରୁ ଥିରୁବନନ୍ତପୁରମ୍‍ଠାରେ ଶ୍ରୀ ଶାହା ଶ୍ରୀ ପଦ୍ମନାଭ ସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+