ଜେଡିଏସ୍ ସାଂସଦଙ୍କ ବଢ଼ିବାରେ ଲାଗିଛି ଅଡ଼ୁଆ, ରୋଷେୟା ଆଣିଲେ ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ: ଅଡୁଆରେ ଜେଡିଏସ୍ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ପ୍ରଜ୍ଜ୍ୱଳ ରେଭନ୍ନା । ଅଶ୍ଳୀଳ ଭିଡିଓ ମାମଲାରେ ପ୍ରଜ୍ଜ୍ୱଳଙ୍କ ସମସ୍ୟା ବଢିବାରେ ଲାଗିଛି । ମହିଳାକର୍ମୀଙ୍କୁ ବ୍ଲାକମେଲ କରି ସେମାନଙ୍କୁ ନିର୍ଯାତନା ଦେଉଥିବାର ନୂଆ ଅଭିଯୋଗ ଆସିଛି ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ ।

ଏହାକୁ ନେଇ କର୍ଣ୍ଣାଟକ ରାଜନୀତିରେ ବଡ ଧରଣ ଝଡ ସୃଷ୍ଟି ହୋଇଛି । ସେପଟେ ବିବାଦ ଭିତରେ ବିଦେଶ ଫେରାର ହୋଇ ଯାଇଛନ୍ତି ପ୍ରଜ୍ଜ୍ୱଳ । ହୋଲେନରାସିପୁର ଥାନାରେ ଏଚଡି ରେବନ୍ନା ଓ ପ୍ରଜ୍ୱଲ ରେବନ୍ନାଙ୍କ ବିରୋଧରେ ରୋଷେୟା ଅଭିଯୋଗ କରି କହିଛନ୍ତି, 'ମୁଁ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କ ସ୍ତ୍ରୀ ଭବାନୀଙ୍କ ସମ୍ପର୍କୀୟ । ଭବାନୀଙ୍କ କହିବାନୁସାରେ ମୁଁ ପ୍ରଜ୍ୱଲଙ୍କ ଘରେ ରହି ରୋଷେଇ କାମ ବୁଝାବୁଝି କରିଥାଏ ।

Prajwal Revanna

ଯେତେବେଳେ ଭବାନୀ ମ୍ୟାଡମ ଘରେ ନଥାଆନ୍ତି ପ୍ରଜ୍ୱଲ ସାର ଘରେ କାମ କରୁଥିବା ମହିଳାମାନଙ୍କୁ ଷ୍ଟୋର ରୁମକୁ ଡାକି ଫଳ ଦେବା ବାହାନାରେ ଯୌନ ନିର୍ଯାତନା ଦେଇଥାଆନ୍ତି । ଏମିତି କି ରୋଷେଇରେ କାମ କରୁଥିବା ମହିଳାଙ୍କ ଶାଢ଼ିର ପିନ ଖୋଲି ପେଟକୁ ମୁଖା ମାରି ଥାଆନ୍ତି । ମୋ ଝିଅକୁ ଫୋନ କରି ଅଶ୍ଳୀଳ କଥା ହେବା ସହିତ ଭିଡିଓ କଲ ବି କ୍ରୁଥିଲେ ପ୍ରଜ୍ୱଲ ।

ବାରମ୍ବାର ଏପରି କରିବା ପରେ ଝିଅ ତାଙ୍କର ନମ୍ବରକୁ ବ୍ଲକ କରି ଦେଇଥିଲା । ସେ ଘରକୁ ଆସିଲେ ଘରେ ଥିବା ସମସ୍ତ ମହିଳା ସହାୟିକାମାନେ ଭୟ କରିଥାଆନ୍ତି । ମୁଁ ଯେତେବେଳେ ପ୍ରଥମଥର ପ୍ରଜ୍ୱଲଙ୍କ ଘରକୁ ଆସିଥିଲି ସେଠାରେ ଥିବା ପୁରୁଷ କର୍ମଚାରୀ ସାଂସଦଙ୍କ ଠାରୁ ବଞ୍ଚିକି ରହିବାକୁ ଚେତାଇ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+