Get Updates
Get notified of breaking news, exclusive insights, and must-see stories!

ଉତ୍ତର ଭାରତରେ ପ୍ରବଳ ଥଣ୍ଡା

ଉତ୍ତର ଭାରତରେ ପ୍ରବଳ ଥଣ୍ଡା । ଜାନୁଆରୀ ଦ୍ୱିତୀୟ ସପ୍ତାହରେ ରାଜଧାନୀ ଦିଲ୍ଲୀରେ ଥଣ୍ଡା ପବନର ପ୍ରଭାବ ଜାରି ରହିବ । ଜାନୁଆରୀ ୮ ତାରିଖରେ ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ସର୍ବନିମ୍ନ ତାମାତ୍ରା ୫ ଡିଗ୍ରୀ ସେଲସିୟସ ଏବଂ ସର୍ବାଧିକ ତାପମାତ୍ରା ୧୮ ଡିଗ୍ରୀ ସେଲିୟସ ରହିବ ବୋଲି ଆଶା କରାଯାଉଛି ।

winter

ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀରେ ପ୍ରବଳ ଥଣ୍ଡା ଜାରି ରହିବ । ଅନେକ ଅଞ୍ଚଳରେ କୁହୁଡି ମଧ୍ୟ ରହିବ । ସକାଳେ ଦୃଶ୍ୟମାନ୍ୟତା କମ ଥିବାରୁ ଗାଡି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସକାଳର ତାପମାତ୍ରା ୫ରୁ ୭ ଡିଗ୍ରୀ ସେଲସିୟସ ଏବଂ ଅପରାହ୍ନର ତାପମାତ୍ରା ୧୬ରୁ ୧୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+