ମୁହାଁମୁହିଁ ଧକ୍କା ସ୍କୁଲ ଭ୍ୟାନ୍ - ଡମ୍ପର, ୭ ମୃତ

ପଞ୍ଜାବର ପଟିୟାଲାରେ ମର୍ମନ୍ତୁଦ ସଡ଼କ ଦୁଘର୍ଟଣା । ଏକ ସ୍କୁଲ ଭ୍ୟାନ ଏବଂ ଡମ୍ପର ଧକ୍କା ଜୋରଦାର ଧକ୍କା ହେବାରୁ ୬ ପିଲାଙ୍କ ଜୀବନ ଚାଲିଯାଇଛି । ଏହାସହିତ ଭ୍ୟାନ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।

punjab accident

ସୂଚନା ମୁତାବକ, ସମାନା-ପଟିୟାଲା ରୋଡ ଟୋଲ ପ୍ଲାଜା ନିକଟରେ ସ୍କୁଲ ବସ୍ ଏବଂ ବାଲି ଭର୍ତ୍ତି ଡମ୍ଫର ଧକ୍କା ହୋଇଥିଲା । ପଟିୟାଲା ଭୂପିନ୍ଦ୍ରା ପବ୍ଲିକ ସ୍କୁଲର ରହିଥିଲେ । ଦୁର୍ଘଟଣାରେ ୬ ଜଣ ପିଲାଙ୍କ ଜୀବନ ଯାଇଥିବା ବେଳେ ଭ୍ୟାନ୍ ଡ୍ରାଇଭରଙ୍କ ଜୀବନ ଚାଲିଯାଇଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+