ଆଜି ମହାରାଷ୍ଟ୍ରରେ ଏକସଙ୍ଗରେ ଚିହ୍ନଟ ହେଲା 7ଟି ନୂତନ ଓମିକ୍ରନ ସଂକ୍ରମଣ ମାମଲା

ନୂଆଦିଲ୍ଲୀ: କରୋନା ଭାଇରସର ନୂତନ ଭାରିଆଣ୍ଟ ଓମିକ୍ରନର ମାମଲା ଦେଶରେ କ୍ରମଶଃ ବଢିବାରେ ଲାଗିଛି। ଆଜି ମହାରାଷ୍ଟ୍ରରେ ଏକସଙ୍ଗରେ ଚିହ୍ନଟ ହେଲା 7ଟି ନୂତନ ଓମିକ୍ରନ ସଂକ୍ରମଣ ମାମଲା। ଏହାପରେ ଦେଶରେ ଏହି ଭାଇରସକୁ ନେଇ ଆତଙ୍କ ଖେଳି ଯାଇଛି। ଏବେ କେବଳ ମହାରାଷ୍ଟ୍ରରେ ଓମିକ୍ରନ ପଜିଟିଭ ସଂଖ୍ୟା 8ରେ ପହଞ୍ଚିଛି। ପୂର୍ବରୁ ମହାରାଷ୍ଟ୍ରରେ ଜଣେ ବିଦେଶୀ ଫେରନ୍ତା ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଥିଲେ।

Omicron case india

ଭାରତରେ ଉପରମୁହାଁ ହେବାରେ ଲାଗିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ରବିବାର ସକାଳେ ତାଞ୍ଜାନିଆରୁ ଦିଲ୍ଲୀ ଫେରିଥିବା ଜଣେ ଯୁବକ ଓମିକ୍ରନ୍ ଭାଇରସରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଥିଲା। ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପଟେ ଓଡ଼ିଶାରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଏଠି ପୂର୍ବରୁ ପୂର୍ବରୁ କର୍ଣ୍ଣାଟକରେ ୨ ଜଣ ଏବଂ ଗୁଜରାଟର ଜାମନଗର ଓ ମହାରାଷ୍ଟ୍ରର ଡୋମ୍ବିଭାଲିରୁ ଜଣେ ଲେଖାଏଁ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+