ମ୍ୟାନେଜ କରି ପାରିଲେନି କାମ ପ୍ରେସର, ଆତ୍ମହତ୍ୟା ହାରିଦେଲେ ବ୍ୟାଙ୍କ ମ୍ୟାନେଜର

ମହାରାଷ୍ଟ୍ରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବ୍ୟାଙ୍କ ଅଫ ବରଦା ବ୍ୟାଙ୍କର କାର୍ଯ୍ୟରତ ମ୍ୟାନେଜର ଜୀବନ ହାରିଛନ୍ତି । ମ୍ୟାନେଜର ହେଉଛନ୍ତି ଶିବ ଶଙ୍କର ମିତ୍ରା । ବ୍ୟାଙ୍କ ପରିସରରେ ତାଙ୍କ ମୃତଦେହ ମିଳିଥିଲା । ମିତ୍ରା ଉତ୍ତର ପ୍ରଦେଶର ପ୍ରଯୋଗରାଜ୍ ର ମୂଳ ନିବାସି ଥିଲେ । ସେ ବ୍ୟାଙ୍କ ଅଫ ବରଦା ବ୍ୟାଙ୍କରେ ଚିଫ୍ ମ୍ୟାନେଜର ଭାବରେ କାମ କରୁଥିଲେ । ତେବେ ଏହି ଘଟଣାଟି ଗୁରୁବାର ରାତି ୧୦ଟାରୁ ମଧ୍ୟ ରାତି ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି ।

ପୋଲିସ କହିଛି କି ଶିବଶଙ୍କର ମିତ୍ରା ଗତ କିଛି ସପ୍ତାହ ହେବ ବିଷାଦରେ ଥିଲେ । ଏହି ବିଷୟରେ ତାଙ୍କର ମାନସିକ ସ୍ଥିତି ସମ୍ପର୍କରେ ନିଜ ପରିବାର ବର୍ଗଙ୍କୁ ଜଣାଇଥିଲେ । ସେ ୫ରୁ ୬ ଦିନ ପୂର୍ବରୁ ନିଜ ଇଛାରେ ଅବସର ପାଇଁ ଆବେଦନ କରିଥିଲେ । ଗୁରୁବାର ଦିନ ମିତ୍ରା ଏକ ସୁଇସାଇଡ ନୋଟ ଲେଖିଥିଲେ । ସେ ସେହି ନୋଟରେ ବ୍ୟାଙ୍କରୁ ଦିଆଯାଇଥିବା ଚାପ ଜାବନ ହାରିବାର କାରଣ ବୋଲି ଦର୍ଶାଇଥିଲେ । ସିସିଟିଭି ଜରିଆରେ ପୋଲିସ ଘଟଣାର ତଦନ୍ତ କରୁଛି ।

dead

ବାରାମତୀ ସହରର ପୋଲିସ ଇନିସପେକ୍ଟର ବିଳାଶ ନାଲେ କହିଛନ୍ତି ଶିବ ଶଙ୍କର ମିତ୍ରାଙ୍କ ସ୍ତ୍ରୀ ସ୍ବାମୀ ଘରକୁ ଫେରିନଥିବା ନେଇ ସୂଚନା ଦେଇଥିଲେ । ବ୍ୟାଙ୍କ କର୍ମଚାରୀ ମାନେ ପରିବାରର ଯାଞ୍ଚ କରିଥିଲେ । ଏହାପରେ ତାଙ୍କୁ ଜୀବନ ହାରିଥିବାର ଦେଖିବାକୁ ପାଇଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+