ବିଜେପିର ସଦସ୍ୟତା ଗ୍ରହଣ କଲେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀ

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଗୁରୁବାର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଭାନୀଙ୍କ ବାସଭବନକୁ ଯାଇ ତାଙ୍କ ଦଳୀୟ ସଦସ୍ୟତାକୁ ନବୀକରଣ କରାଇବା ସହ ସାର୍ଟିଫିକେଟ ପ୍ରଦାନ କରିଛନ୍ତି।

jp nadda

ସେହି ପରି ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କୁ ମଧ୍ୟ ନଡ୍ଡା ସଦସ୍ୟତା ସର୍ଟିପିକେଟ ପ୍ରଦାନ କରିଛନ୍ତି । ନଡ୍ଡାଙ୍କ ସହ ଭାଜପା ସାଧାରଣ ସମ୍ପାଦକ ଦୁଷ୍ୟନ୍ତ କୁମାର ଗୌତମ ମଧ୍ୟ ଆଡଭାନୀଙ୍କ ବାସଭବନକୁ ଯାଇଥିଲେ।

ସେପ୍ଟେମ୍ବର ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ସଦସ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ କରିବା ସହ ନିଜ ସଦସ୍ୟତାକୁ ନବୀକରଣ କରାଇଥିଲେ। ଦଳର ଏହି ସଦସ୍ୟତା ଅଭିଯାନ କେବଳ ଏକ ରୀତି ନୁହେଁ, ପରିବାରର ସମ୍ପ୍ରସାରଣ ଏବଂ ଆଦର୍ଶଗତ ଆନ୍ଦୋଳନ ବୋଲି ମୋଦି କହିଥିଲେ। ସେହିପରି ଗୁରୁବାର ବର୍ଷୀୟାନ ନେତା ମୁରଲୀ ମନୋହର ଜୋଷୀଙ୍କୁ ମଧ୍ୟ ଭାଜପା ସଦସ୍ୟତା ସାର୍ଟିଫିକେଟ ପ୍ରଦାନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+