ପରଲୋକରେ ବରିଷ୍ଠ ଅଭିନେତା ଦିଲ୍ଲୀ ଗଣେଶ

ଅଭିନେତା ଦିଲ୍ଲୀ ଗଣେଶଙ୍କ ପରଲୋକ। ଦିଲ୍ଲୀ ଗଣେଶ ଥିଲେ ତାମିଲ ଚଳଚିତ୍ର ଜଗତର ଏକ ଜଣାଶୁଣା ଚେହେରା। ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ପୁଅ ମହାଦେବନ ମୃତ୍ୟୁ ହେବା ନେଇ ସୂଚନା ଦେଇଛନ୍ତି।

Delhi Ganesh

ମହାଦେବନ ତାଙ୍କ ଇନଷ୍ଟାଗ୍ରାମରେ ଷ୍ଟୋରୀ ପୋଷ୍ଟ କରି ଲେଖିଛନ୍ତି ଯେ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଏବଂ ବାପାଙ୍କ ମୃତ୍ୟୁ ରେ ଆମେ ସମସ୍ତେ ବେଶ୍ ଦୁଃଖିତ। ତେବେ ଦିଲ୍ଲୀ ଗଣେଶ ୧୯୭୬ ମସିହାରେ ବାଲାଚନ୍ଦରଙ୍କ ପଟ୍ଟିନା ପ୍ରବେଶମ୍ ଚଳଚିତ୍ରରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ତେଲୁଗୁ, ତାମିଲ ଏବଂ ମାଲାୟାଲାମରେ ୪୦୦ରୁ ଅଧିକ ଚଳଚିତ୍ରରେ କାମ କରିଛନ୍ତି। ସେ ଶେଷଥର ପାଇଁ କମଲ ହାସନଙ୍କ ଚଳଚିତ୍ର ଇଣ୍ଡିଆନ୍-୨ ରେ ନଜର ଆସିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+