ଜମ୍ମୁ କଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ଗୁଳି ବିନିମୟ
ଜମ୍ମୁ କଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ଗୁଳି ବିନିମୟ। ଚଳିତବର୍ଷ ଆରମ୍ଭ ହୋଇଥିବା ଅପରେସନ ତ୍ରାଶୀ-୧ରେ ଆତଙ୍କୀଙ୍କ ବିରୋଧରେ ସୁରକ୍ଷାବଳ ଏକ ବଡ଼ ଏବଂ ସୁନିୟୋଜିତ ଅଭିଯାନ ଆରମ୍ଭ କରିଛି । ଏହି ଅପରେସନର ମୁଖ୍ୟ ଉଦ୍ଦେଶ୍ୟ କିସ୍ତୱାଡା ଜିଲ୍ଲା ଏବଂ ଆଖାପାଖ ଅଞ୍ଚଳରେ ଥିବା ପାହାଡରେ ଥିବା ସକ୍ରିୟ ଆତଙ୍କୀକୁ ସଫା କରିବା ଏବଂ ସେମାନଙ୍କ ସଂଗଠନକୁ ଦୁର୍ବଳ କରିବା । ଜମ୍ମୁ କଶ୍ମୀର ଜିଲ୍ଲାର ସୀମାବର୍ତ୍ତୀ ଗାଁ ଚାଲିୟାରରେ ଆଜି ସକାଳୁ ପାକିସ୍ତାନୀ ଡ୍ରୋନ ଭାରତୀୟ ସୀମାରେ ବିଏସଏଫ ୪ ରାଉଣ୍ଡ ଫାୟାର କରିଥିଲେ । ଏହାପରେ ପାକ ସୀମାକୁ ଫେରିଯାଇଥିଲେ । ଏହି ଘଟଣା ପରେ ଅଞ୍ଚରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଖବର ମୁତାବକ, ସକାଳ କିସ୍ତୱାଡାର ଡୋଲଗାମ ଏବଂ ଚତ୍ରୁ ଅଞ୍ଚଳରେ ଆତଙ୍କୀ ଏବଂ ସୁରକ୍ଷାବଳ ମଧ୍ୟରେ ମୁହାଁମୁହିଁ ହେହାଇଥିଲେ । ଗୁଇନ୍ଦା ଏଜେନ୍ସୀ ସୂଚନା ଆଧାରରେ ଲଗାତାର ତଦାରଖ ଏବଂ କାର୍ଯ୍ୟାନୁଷ୍ଠାନ କରାଯାଉଛି । ସୁରକ୍ଷା ଏଜେନ୍ସୀ ଦୀର୍ଘଦିନରୁ ଏହି ଅଞ୍ଚଳରେ ଆତଙ୍କୀ ରହିଥିବା ସତର୍କ କରାଯାଇଥିଲା ।

ଅପରେସନ ତ୍ରାଶୀ-୧ ରେ ଭାରତୀୟ ସେନା, ଜମ୍ମୁ କଶ୍ମୀର ପୋଲିସ ଏମଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ମିଳିତ ଅଭିଯାନରେ ଚାଲିଛି । ଏହାର ଆରମ୍ଭ ଜାନୁଆରୀ ୨୦୨୬ରୁ କିସ୍ତୱାଡା ଜିଲ୍ଲାର ଚତ୍ରୁ ଅଞ୍ଚଳରୁ ହୋଇଥିଲା । ଏହି ଅଞ୍ଚଳ ଆତଙ୍କୀ ଗତିବିଧି ପାଇଁ ସମ୍ବେଦନଶୀଳ ବୋଲି କୁହାଯାଏ । ଘନ ଜଙ୍ଗଲ ଏବଂ ଉଚ୍ଚ ପାହାଡ ଆତଙ୍କୀ ଲୁଚିବା ପାଇଁ ସୁବିଧା ହେଉଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications