ଉରିରେ ୨ ଆତଙ୍କୀ ନିପାତ

ଶ୍ରୀନଗର : ଉତ୍ତର କଶ୍ମୀର ବାରାମୁଳା ଜିଲାର ଉରି ଅଞ୍ଚଳରେ ପ୍ରବେଶ କରୁଥିବା ବେଳେ ଦୁଇ ଆତଙ୍କୀଙ୍କୁ ନିପାତ କରିଛି ସ୍ଥଳସେନା । ଏଲ୍‌ଓସି ପାଖରେ ଏହି ଦୁଇ ଆତଙ୍କବାଦୀ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଏମାନଙ୍କ ଛଡ଼ା ଆଉ କିଛି ଆତଙ୍କୀ ଲୁଚି ରହିଥିବା ଜଣାପଡ଼ିଥିବାବେଳେ ଏବେ ବି ସୁରକ୍ଷାକର୍ମୀ ତାଙ୍କୁ ଖୋଜୁଛନ୍ତି ।

army

ସୂଚନା ଥାଉକି, ତିନି ଦିନ ତଳେ ଅର୍ଥାତ ଜୁନ୍‌ ୧୯ରେ ଉକ୍ତ ଅଞ୍ଚଳରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏହି ଏନ୍‌କାଉଣ୍ଟରରେ ମଧ୍ୟ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଥିଲେ । ଏମାନଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିନଥିବା ଜଣେ ଉପରିସ୍ଥ ପୋଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+