ଆସନ୍ତା କାଲିଠୁ ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ଆଲନ୍ତା କାଲିଠୁ ଆରମ୍ଭ ହେବା ପାଇଁ ଯାଉଁଛି ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏଥିରେ ମୋଟ୍ ୧୭ଟି କାର୍ଯ୍ୟ ଦିବସ ରହିବ ଯାହା ଆସନ୍ତା ମାସ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

Parliament

ନୂଆଦିଲ୍ଲୀ: ଆଲନ୍ତା କାଲିଠୁ ଆରମ୍ଭ ହେବା ପାଇଁ ଯାଉଁଛି ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏଥିରେ ମୋଟ୍ ୧୭ଟି କାର୍ଯ୍ୟ ଦିବସ ରହିବ ଯାହା ଆସନ୍ତା ମାସ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଅଧିବେଶନ କାଳରେ ବିଭାଗୀୟ ସଂସଦୀୟ ସ୍ଥାୟୀ କିମିଟି, ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗୀୟ ଅନୁଦାନ ସମ୍ପର୍କିତ ବିଷୟରେ ଆଲୋଚନା ହେବ ।

ସୂଚନାଥାଉ ଯେ, ବଜେଟ୍ ଅଧିବେଶନ ଜାନୁଆରୀ ୩୧ରେ ଆରମ୍ଭ ହୋଇଥିଲା । ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ତାରିଖ ଯାଏଁ ଚାଲିଥିଲା । ଯେଉଁଥିରେ ମୋଟ୍ ୧୦ଟି କାର୍ଯ୍ୟ ଦିବସ ରହିଥିଲା ଯାହାକୁ ରାଷ୍ଟ୍ରପତୀ ଦୌପଦୀ ମୁର୍ମୁଙ୍କର ସଂସଦର ଉଭୟ ଗୃହକୁ ମିଳିତ ବୈଠକକୁ ସମ୍ବୋଧିତ କରି ଆରମ୍ଭ ହୋଇଥିଲା ।

ସୋମବାର ଦିନ ନିଜେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଜମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳର ୨୦୨୩-୨୪ ବର୍ଷ ପାଇଁ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ। ଏହି ଅଧିବେଶନରେ କଂଗ୍ରେସ ଏଲଆଇସି, ଏସବିଆଇ, ମୁଦ୍ରାସ୍ଫୀତି, ବେକାରୀ, କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଅଭିଯୋଗରେ ସମ୍ଭାବ୍ୟ ପ୍ରସଙ୍ଗ ଉଠାଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+