ସ୍କର୍ପିଓ-ଟ୍ରେଲର ମୁହାଁମୁହିଁ ଧକ୍କା, ୪ ମୃତ

ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏକ ସ୍କର୍ପିଓ ମୁହାଁମୁହିଁ ଧକ୍କା ହେବା ଫଳରେ ନିଆଁ ଲାଗିବାରୁ ୪ ଜଣ ସାଙ୍ଗ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ବୁଧବାର ମଧ୍ୟରାତ୍ରିରେ ମେଗା ହାଇୱେରେ ଏହି ଦୁର୍ଘଟଣା ଘଟିଛି ।

ପୋଲିସ ସୂଚନା ଅନୁଯାୟୀ, ଗୁଡାମାଲାନିର ଦାବାଦ ଗାଁର ପାଞ୍ଚ ଜଣ ଯୁବକ କାମ ସାରି ସିନ୍ଦାରିରୁ ଘରକୁ ଫେରୁଥିବା ବେଳେ ସେମାନଙ୍କ ସ୍କର୍ପିଓ ସେମାନଙ୍କ ଗାଁ ପୂର୍ବରୁ ପ୍ରାୟ ୩୦ କିଲୋମିଟର ଦୂରରୁ ଆସୁଥିବା ଏକ ଟ୍ରେଲରକୁ ଧକ୍କା ଦେଇଥିଲା । ଧକ୍କା ହୋବର କିଛି ମୁହୂର୍ତ୍ତ ପରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ମୃତ ଯୁବକଙ୍କ ବୟସ ୨୦ ରୁ ୩୫ ବର୍ଷ ମଧ୍ୟରେ ରହିଛି ।

road accident

ସୋମବାର ଦିନ ଜୈସଲମେରରେ ୫୭ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଏସି ସ୍ଲିପର ବସରେ ନିଆଁ ଲାଗିଯାଇଥିଲା, ଯେଉଁଥିରେ ୨୦ ଜଣ ଘଟଣାସ୍ଥଳରୁ ମୃତ୍ୟୁବରଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+