SBI: ଏସବିଆଇରେ ବଡ ନିଯୁକ୍ତି ସୁଯୋଗ, ୧୩,୭୩୫ ପଦବୀରେ ନିଯୁକ୍ତି ପାଇଁ କରନ୍ତୁ ଆବେଦନ

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ବହୁତ ବଡ ଖୁସିର ଖବର । ଏଠାରେ ଜୁନିଅର ଆସୋସିଏଟ୍(କଷ୍ଟମର ସପୋର୍ଟ ଆଣ୍ଡ ସେଲ୍ସ) ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ୭ ଜାନୁଆରୀ, ୨୦୨୫ ପର୍ଯ୍ୟନ୍ତ ଚାଲିବ ।

ଏହି ପଦବୀରେ ଭର୍ତ୍ତି ପୁରା ଦେଶର ବିଭିନ୍ନ ରାଜ୍ୟରେ ଥିବା ଏସବିଆଇ ବ୍ୟାଙ୍କରେ ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଚେକ୍ କରିପାରିବେ ।

SBI Big Recruitment Opportunities in SBI

ପଦବୀ ବିବରଣୀ : ୧୩,୭୩୫

ଲକ୍ଷ୍ନୌ/ନୂଆଦିଲ୍ଲୀ : ୧୮୯୪
ଭୋପାଳ : ୧୩୧୭
କୋଲକତା : ୧୨୫୪
ବିହାର : ୧୧୧୧
ଓଡିଶା : ୩୨୨
ଅନ୍ୟାନ୍ୟ

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୭ ଜାନୁଆରୀ, ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ । ୨୭ ଡିସେମ୍ବର ପରେ କୌଣସି ଆବେଦନ ସ୍ବୀକାର କରାଯିବ ନାହିଁ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ବିଶ୍ବବିଦ୍ୟାଳୟରୁ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୦ରୁ ୨୮ ବର୍ଷ ମଧ୍ୟରେ ହେବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପ୍ରିଲିମ୍ସ ପରୀକ୍ଷା ଏବଂ ମେନ୍ ପରୀକ୍ଷା ଆଧାରରେ ହେବ ।

ଆବେଦନ ଶୁଳ୍କ : ଇଚ୍ଛୁକ ସାଧାରଣ ପ୍ରାର୍ଥୀ/ଓବିସି/EWS ପ୍ରାର୍ଥୀ ୭୫୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ବିନା ଶୁଳ୍କରେ ଆବେଦନ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+