ଆଜି ଦାୟିତ୍ୱ ନେବେ RBI ନୂଆ ଗଭର୍ଣ୍ଣର
Sanjay Malhotra New RBI Governor: ଆଜି ବିଦ୍ଧିବଧ ଭାବେ ଦାୟିତ୍ୱ ନେବେ RBI ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା । ସେ ଆରବିଆଇର ୨୬ ତମ ଗଭର୍ଣ୍ଣର ଭାବେ ଦାୟିତ୍ୱ ନେବେ । ଆସନ୍ତା ୩ ବର୍ଷ ପାଇଁ ଏହି ପଦରେ ରହିବେ ସଞ୍ଜୟ ମଲହୋତ୍ରା । ସେ ୧୯୯୦ ବ୍ୟାଚ୍ ରାଜସ୍ଥାନ କ୍ୟାଡର IAS ଅଫିସର । ତେବେ ସେ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟରେ ଫାଇନାସିଆଲ୍ ସର୍ଭିସ ବିଭାଗ ସଚିବ ଥିଲେ । ସେହିପରି ତାଙ୍କର ଅର୍ଥ, ଟିକସ, ଶକ୍ତି, ଆଇଟି, ମାଇନିଂ ପରି କ୍ଷେତ୍ରରେ ରହିଛି ଅଭିଜ୍ଞତା ।













Click it and Unblock the Notifications