ସମାଜବାଦୀ ପାର୍ଟି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା କରିଲା ଘୋଷଣା , ଜାଣନ୍ତୁ କାହାକୁ କେଉଁଠୁ କରିଲା ପ୍ରାର୍ଥୀ
ଲକ୍ଷ୍ନୌ: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମାଜବାଦୀ ପାର୍ଟି ଶୁକ୍ରବାର ଦିନ ଦଳର ପ୍ରାର୍ଥୀଙ୍କ ଚତୁର୍ଥ ତାଲିକା ପ୍ରକାଶ କରିଛି । ଦଳ ୭ ଜଣଙ୍କ ନାଁ ଘୋଷଣା କରିଛି । ଏହାହାପୂର୍ବରୁ ୩୧ ଜଣ ପ୍ରାର୍ଥୀ ଘୋଷଣା କରିଥିଲା ଦଳ । ଏହି ତାଲିକାରେ ସମାଜବାଦୀ ପାର୍ଟି ଟିଏମସିକୁ ଭଦୋହି ଲୋକସଭା ଆସନ ଦେଇଛି । ଲଲିତେଶ ପତି ତ୍ରିପାଠୀ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।
ପ୍ରାର୍ଥୀ ତାଲିକାରେ ସମାଜବାଦୀ ପାର୍ଟି ବିଜନୋର ଯଶବୀର ସିଂ, ନାଗିନାରୁ ମନୋଜ କୁମାର, ମେରୁଠରୁ ଭାନୁ ପ୍ରତାପ ସିଂ, ଆଲିଗଡରୁ ବିଜନ୍ଦ୍ର ସିଂ, ହାତରସରୁ ଜସଭୀର ବାଲ୍ମିକ, ଲାଲଗଞ୍ଜର ଇନ୍ସପେକ୍ଟର ସରୋଜଙ୍କୁ ଟିକେଟ ଦେଇଛି । ଇଣ୍ଡିମା ମେଣ୍ଟର ସିଟ୍ ବୁଝାମଣା ଯୋଗୁ ଏସପି ଟିଏମସିକୁ ଗୋଟିଏ ସିଟ ଦେଇଛି । ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି, କଂଗ୍ରେସ ଏବଂ ଟିଏମସି ମଧ୍ୟରେ ମେଣ୍ଟ ହୋଇଛି । ନିର୍ବାଚନରେ ଏସପି ୧୭ଟି ଆସନ ଦେଇଛି ।

୨୦୧୯ ନିର୍ବାଚନରେ ଏସପି ବିଏସପି ଏବଂ ଆରଏଲଡି ସହ ଏକ ମେଣ୍ଟ କରିଥିଲେ । ଏହି ନିର୍ବାଚନରେ ଏସପି ୫ ଟି ଆସନ ଜିତିଥିଲେ ମଧ୍ୟ ପରବର୍ତ୍ତୀ ଉପ-ନିର୍ବାଚନରେ ଏସପି ଦୁଇଟି ଆସନରେ ହାରି ଯାଇଥିଲେ । ବର୍ତ୍ତମାନ ଏସପି କଂଗ୍ରେସ ସହ ମିଳିତ ଭାବେ ଏହି ନିର୍ବାଚନକ୍ଷହ ପଅତି ଦ୍ୱନ୍ଦିତା କରିବାୁ ଯାଉଛି । ଏବେ ଦେଖିବାକୁ ବାକି ରହିଲା ୨୦୨୪ ଲୋକସଭା ନିର୍ବାଚନରେ ଏସପି ଏହାର ପିଡିଏ ସୂତ୍ର ଅନୁଯାୟୀ କେତେ ସିଟ୍ ଜିତିବାକୁ ସମର୍ଥ ହେଉଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications