ପେଟ୍ରୋଲ ପମ୍ପର ହୋର୍ଡିଂ ପଡ଼ି ଚାଲିଗଲା ସମାଜବାଦୀ ପାର୍ଟିର ନେତାଙ୍କ ଜୀବନ, ଆଉ କିଛି ସମୟ ପରେ ପହଞ୍ଚି ଥାଆନ୍ତେ ଘରେ

ଭୟଙ୍କର ଦୁର୍ଘଟଣାରେ ଜୀବନ ହାରିଲେ ସମାଜବାଦୀ ପାର୍ଟିର ନେତା । ଉତ୍ତର ପ୍ରଦେଶର ପ୍ରତାପଗଡରେ ହୋଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସମାଜବାଦୀ ପାର୍ଟିର ଜଣେ ବରିଷ୍ଠ ନେତା ପ୍ରାଣ ହରାଇଛନ୍ତି । ଘରଠାରୁ ମାତ୍ର ୫୦୦ ମିଟର ଦୂରରେ ଜୀବନ ଚାଲିଗଲା ।

Samajwadi Party leader

ଖବର ଅନୁଯାୟୀ, ସମାଜବାଦୀ ପାର୍ଟିର ନେତା ଲାଲ ବାହାଦୁର ଯାଦବ ନିଜ କାରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଯାଉଥିଲେ । କିନ୍ତୁ ରାସ୍ତାରେ ଏକ ପେଟ୍ରୋଲ ପମ୍ପର ହୋର୍ଡିଂ ତାଙ୍କ କାର୍ ଉପରେ ପଡିଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଲାଲ ବାହାଦୁରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ହଜାର କେଜି ଓଜନରେ ହୋର୍ଡିଂ ପଡିବା ଯୋଗୁଁ ଘଟଣା ହିଁ ନେତାଙ୍କ ଜୀବନ ଚାଲିଯାଇଥିଲା । ତେବେ ଏସ ମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ପୋଲିସ ଏବଂ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ସମୟରେ ସେ ନିଜେ କାର୍ ଚଳାଉଥିବା ପୋଲିସ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+