୨୩ ମାସ ପରେ ଜେଲରୁ ରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନ।
୨୩ ମାସ ପରେ ଜେଲରୁ ବାହାରକୁ ଆସିଛନ୍ତି ବରିଷ୍ଠ ସମାଜବାଦୀ ପାର୍ଟି ନେତା ଏବଂ ପୂର୍ବତନ ମନ୍ତ୍ରୀ ଆଜମ ଖାନ। ମଙ୍ଗଳବାର ଦିନ ତାଙ୍କୁ ସୀତାପୁର ଜେଲରୁ ମୁକ୍ତ କରାଯାଇଛି।

ଆଜମ ଜେଲରୁ ବାହାରକୁ ଆସିବାକୁ ସ୍ବାଗତ କରିଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ସେ କହିଛନ୍ତି ଯେ ରାଜ୍ୟରେ ତାଙ୍କ ସରକାର ଆସିଲେ ଆଜମଙ୍କ ବିରୋଧରେ ଲଗାଯାଇଥିବା ସବୁ ମାମଲା ପ୍ରତ୍ୟାହାର କରାଯିବ ।
ଆଜମ ଜେଲରୁ ମୁକ୍ତ ହେବା ପରେ, ମୋରାଦାବାଦ ସାଂସଦ ରୁଚିବୀରା ମଧ୍ୟ ତାଙ୍କୁ ଭେଟିବା ପାଇଁ ସୀତାପୁରରେ ପହଞ୍ଚିଥିଲେ, କିନ୍ତୁ ପୁଲିସ ତାଙ୍କୁ ଅଟକାଇଥିଲା। ଏହି ସମୟରେ, ଆଜମଙ୍କ ମୁକ୍ତିକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଦେଇଥିଲା ଏବଂ ତାଙ୍କୁ ସ୍ୱାଗତ କରାଯାଇଥିଲା।
ଆଜମ ଜେଲରୁ ବାହାରକୁ ଆସିବାକୁ ସ୍ବାଗତ କରିଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ସେ କହିଛନ୍ତି ଯେ ରାଜ୍ୟରେ ତାଙ୍କ ସରକାର ଆସିଲେ ଆଜମଙ୍କ ବିରୋଧରେ ଲଗାଯାଇଥିବା ସବୁ ମାମଲା ପ୍ରତ୍ୟାହାର କରାଯିବ ।

Click it and Unblock the Notifications