କଡା ସୁରକ୍ଷା ଭିତରେ ମତଦାନ କଲେ ସଲମାନ୍ ଖାନ୍
ବୁଧବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ସମସ୍ତ ବଲିଉଡ୍ ଷ୍ଟାର୍ ଭୋଟ୍ ଦେଇ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି। ସୁପରଷ୍ଟାର ସଲମାନ ଖାନ୍ ମଧ୍ୟ ମୁମ୍ବାଇରେ ଭୋଟ୍ ଦେଇଛନ୍ତି।

ସଲମାନ ଏକ ଧୂସର ରଙ୍ଗର ଟି-ଶର୍ଟ, କଳା କ୍ୟାପ୍ ଏବଂ କଳା ଚଷମା ପିନ୍ଧି ସଲମାନ 'ସିକନ୍ଦର' ଲୁକ୍ରେ ଭୋଟ୍ ଦେବାକୁ ଆସିଥିଲେ। ସେ ବାନ୍ଦ୍ରା ଓ୍ବେଷ୍ଟର ମତଦାନ କେନ୍ଦ୍ରରେ ନିଜର ଭୋଟ୍ ଦେଇଛନ୍ତି। ଏହି ସମୟ ମଧ୍ୟରେ ସୁପରଷ୍ଟାରଙ୍କୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଥିବାର ଦେଖିବାକୁ ମିଳିଥିଲା।












Click it and Unblock the Notifications