ବଢିବ ସରକାରୀ କର୍ମଚାରୀଙ୍କ ଦରମା !
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ବୃଦ୍ଧି ପାଇପାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଦରମା । ତେବେ କେବଳ ସରକାରୀ କର୍ମଚାରୀ ହିଁ ନୁହଁନ୍ତି ପେନସନଭୋଗୀ ମଧ୍ୟ ଉପକୃତ ହେବେ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏଥର ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । ହେଲେ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।













Click it and Unblock the Notifications