Get Updates
Get notified of breaking news, exclusive insights, and must-see stories!

ଖୁସି ଖବର: ସାହାରା ଜମାକାରୀଙ୍କୁ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା

ଭୁବନେଶ୍ୱର: ଲକ୍ଷାଧିକ ପୁଞ୍ଜି ଜମାକାରୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ସାହାରା ଜମାକାରୀଙ୍କୁ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା । କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଅଟଳ ଉର୍ଜା ଭବନରେ ସାହାରା ରିଫଣ୍ତ ପୋର୍ଟାଲ୍ ଲଞ୍ଚ କରିଥିଲେ । ଏହି ପୋର୍ଟଲ ଜରିଆରେ ସେହି ଜମକାରୀଙ୍କୁ ଅର୍ଥ ମିଳିବ ଯେଉଁ ମାନଙ୍କ ନିବେଶ ଅବଧି ଶେଷ ହୋଇସାରିଛି ।

ପୋର୍ଟଲା ଲଞ୍ଚ୍ ହେବା ପରଠୁ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଆବେଦନ କରିସାରିଲେଣି । ସରକାର ଅଗଷ୍ଟ ୪ ତାରିଖରେ ପ୍ରଥମ କିସ୍ତିରେ ୧୧୨ ଜଣ ଜମାକାରୀଙ୍କୁ ୧୦ ଟଙ୍କା ପର୍ଯ୍ୟନ୍ତ ଜମାରାଶି ଫେରସ୍ତ କରଥିଲେ ।

 Sahara

ସୂଚନାଥାଉ ଯେ, ଯେଉଁମାନେ ସାହାରା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି, ହମାରା ଇଣ୍ତିଆ କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି, କୋଲକତା ସାହାରୟନ ମଲ୍ଟିପ୍ରପୋଜ ସୋସାଇଟି, ଷ୍ଟାର ମଲ୍ଟିପ୍ରପୋଜ ସୋସାଇଟିରେ ଟଙ୍କା ଜମା ସେହିମାନେ ହିଁ ଏହି ପୋର୍ଟଲାରେ ସହାୟତା ପାଇଁ ଆବେଦନ କରିପାରିବେ ।

ସୂଚନାଥାଉ ଯେ, ପ୍ରଥମ କିସ୍ତିରେ ପ୍ରାୟ ୧୧୨ ଜଣଙ୍କୁ ୨୦ ହଜାର ଟଙ୍କା ଫେରସ୍ତ କରାଯାଇଛି । ଏହାସହ ଅନ୍ୟ ମାନଙ୍କୁ ମଧ୍ୟ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି ରହିଛି । ସେହିପକି ଦ୍ୱିତୀୟ କିସ୍ତି ଟଙ୍କା ଅଗଷ୍ଟ ଏବଂ ତୃତୀୟ କିସ୍ତି ଟଙ୍କା ସେପ୍ଟେମ୍ବରରେ ଫେରସ୍ତ କରାଯିବାର ଯୋଜନା ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ସରକାରୀ ପୋର୍ଟାଲ ଛଡା ଜମାକାରୀ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ମଧ୍ୟ ଆବେଦନ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+