ୟୁକ୍ରେନ୍ ବିରୋଧରେ ରୁଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକ୍; ୩୬୭ଟି ଡ୍ରୋନ୍ ଓ ମିଜାଇଲ୍ ମାଡ଼ କଲା ରୁଷିଆ, ୩ ମୃତ
ୟୁକ୍ରେନ୍ ବିରୋଧରେ ରୁଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକ୍, ୧୩ ମୃତ। ବିଳମ୍ବିତ ରାତିରେ ୩୬୭ଟି ଡ୍ରୋନ୍ ଓ ମିଜାଇଲ୍ ମାଡ଼ କଲା ରୁଷିଆ । ୟୁକ୍ରେନ୍ର ଝିଟୋମିର୍ ସହର ଉପରକୁ ଘନ ଘନ ମିଜାଇଲ୍ ମାଡ଼ । ୩ ଶିଶୁ ସମେତ ୧୩ ଜଣଙ୍କ ମୃତ୍ୟୁ, ୧୨ରୁ ଅଧିକ ଆହତ ସୂଚନା। ୟୁକ୍ରେନ୍ର ୧୧୦ଟି ଡ୍ରୋନ୍କୁ ମାରି ଖସାଇ ଦେଇଥିବା କହିଲା ରୁଷିଆ । ରୁଷିଆର ଏୟାରଷ୍ଟ୍ରାଇକ୍କୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କଡ଼ା ନିନ୍ଦା ।ରୁଷିଆର ପତନର ଆରମ୍ଭ କହିଲେ ଡୋନାଲ୍ଡ ଟ୍ରମ୍ପ ।













Click it and Unblock the Notifications