ମୋଦୀଙ୍କ ନେତୃତ୍ଵରେ ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା, ୭ ହଜାର କୋଟିର ଟଙ୍କାର ....
ଦେଶର ସୁରକ୍ଷା ସକାଶେ କ୍ୟାବିନେଟ୍ କମିଟି ପକ୍ଷରୁ ଭାରତୀୟ ସେନା ପାଇଁ ୩୦୭ ଆଡଭାନ୍ସ ଟୋଡ୍ ଆର୍ଟିଲରୀ ଗନ୍ ସିଷ୍ଟମ ଅର୍ଥାତ୍ ATAGS କିଣିବା ପାଇଁ ମଞ୍ଜୁରୀ ଦିଆଯାଇଛି । ଏହି ଅତ୍ୟାଧୁନିକ ବନ୍ଧୁକର ରେଞ୍ଜ୍ ହେଉଛି ୪୮ କିଲୋମିଟର । ମୋଟାମୋଟି ଭାବରେ କହିବାକୁ ଗଲେ , ଯୁଦ୍ଧ ସ୍ଥିତି ଉପୁଜିଲେ ଚୀନ୍ ଏବଂ ପାକିସ୍ତାନ ସୀମାରେ ଛିଡ଼ା ହୋଇ ଏହି ବନ୍ଧୁକର ବ୍ୟବହାର କରିବା ଯାହା ଶତ୍ରୁଙ୍କ ଉପରେ ମୃତ୍ୟୁର ବର୍ଷା କରିବା ତାହା ।
ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ପ୍ରେସ୍ ରିପୋର୍ଟ ଅନୁସାରେ , ୩୦୭ ଆଡଭାନ୍ସଡ୍ ଟୱେଡ୍ ଆର୍ଟିଲାରୀ ଗନ୍ ସିଷ୍ଟମ ଓ ୩୨୭ ଅସ୍ତ୍ରଶସ୍ତ୍ର ପରିବହନ ସାମରିକ ଯାନ କିଣିବାକୁ ସ୍ଥିର କରାଯାଇଛି । ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟ ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବା ଦିଗରେ ଏହି ପଦକ୍ଷେପ ଏକ ପ୍ରମୁଖ ନିଷ୍ପତ୍ତି ।

ଆଟଲାରୀ ବନ୍ଧୁକଗୁଡ଼ିକ ୧୫୫ଏମ୍ଏମ୍/୫୨-କ୍ୟାଲିବର । ଡିଆରଡିଓ ଆଟଲାରୀ ବନ୍ଧୁକଗୁଡ଼ିକୁ ଡିଜାଇନ୍ ପ୍ରସ୍ତୁତ କରିବା ସହିତ ଏହାକୁ ବିକଶିତ କରିଛି । ଏଗୁଡ଼ିକର ନିର୍ମାଣ ଭାରତ ଫୋର୍ଜ ଏବଂ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଦ୍ୱାରା କରାଯିବ । ଭାରତ ଫୋର୍ଜକୁ ୬୦% ବନ୍ଧୁକ ନିର୍ମାଣ ପାଇଁ ଦାୟିତ୍ବ ମିଳିଛି । ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ବାକି ୪୦% ବନ୍ଧୁକ ନିର୍ମାଣ କରିବ । ଭାରତୀୟ ସେନା ୧୫ଟି ତୋପ ରେଜିମେଣ୍ଟରେ ଆଟଲାରୀ ବନ୍ଧୁକକୁ ସାମିଲ କରିବ । ଏହି ଚୁକ୍ତି ଆସନ୍ତା ସପ୍ତାହରେ ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications