ମଞ୍ଚ ଉପରେ ଦେଶଭକ୍ତି ଗୀତ ଗାଉ ଗାଉ ଚାଲିଗଲା ଜୀବନ

ମଞ୍ଚ ଉପରେ 'ମା' ତୁଝେ ସଲାମ୍‌' ଗୀତ ଗାଉଥିବା ବେଳେ ବେଳେ ଟଳି ପଡ଼ିଲେ ଅବସର ପ୍ରାପ୍ତ ସୈନିକ । କେହି କିଛି ବୁଝିବା ଆଗରୁ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । ଏଭଳି ଏକ ଦୁଃଖଦ ଘଟଣା ଇନ୍ଦୋରର ଫୁଟି କୋଠିରେ ଦେଖିବାକୁ ମିଳିଛି । ସେ ଇନ୍ଦୋରର ତେଜାଜୀ ନଗରକ୍ଷେତ୍ରର ବାସିନ୍ଦା ବୋଲି ଜଣାପଡ଼ିଛି ।

ଜଣେ ଅବସରପ୍ରାପ୍ତ ସୈନିକ ଦେଶଭକ୍ତି ଗୀତ ଗାଉଥିବାବେଳେ ହଠାତ ପଡିଯାଇଥିଲେ । ତେବେ ସେ ପଡିଯାଇଥିଲେ ବି ଉପସ୍ଥିତ ଛାତ୍ରଛାତ୍ରୀମାନେ ଭାବିଥିଲେ ଯେ ସେ ଅଭିନୟ କରୁଛନ୍ତି । ଉପସ୍ଥିତ ଛାତ୍ରଛାତ୍ରୀମାନେ ତାଳି ବଜାଉଥିଲେ । ଆଉ କିଛି ସମୟ ପରେ ସେ ଆଉ ନ ଉଠିବାରୁ ସତ କଥା ଜଣାପଡିଥିଲା । ମିଳିଥିବା ସୂଚନା ମୁତାବକ ଅବସରପ୍ରାପ୍ତ ସୈନିକ ବଲୱିନ୍ଦର ସିଂ ଛାବ୍ରା ଆଜି ସକାଳେ ଇନ୍ଦୋରର ଏକ ଯୋଗ କେନ୍ଦ୍ରରେ 'ମା ତୁଝେ ସଲାମ' ଗୀତ ଗାଉଥିଲେ ।

Retired Soldier Suffers Heart Attack

ସେ ହାତରେ ଏକ ତ୍ରିରଙ୍ଗା ପତାକା ଧରିଥିବାବେଳେ ହଠାତ ତାଙ୍କୁ ହୃଦଘାତ ଆସିଥିଲା । ଗୀତ ଗାଇବା ସମୟରେ ସେ ତଳେ ପଡ଼ିଯାଇଥିଲେ, କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ସେ ଅଭିନୟ କରୁଛନ୍ତି ବୋଲି ଭାବି ତାଳି ବଜାଉଥିଲେ । ସେଠାରେ ଉପସ୍ଥିତ ଦର୍ଶକମାନେ ଅନୁଭବ କରିଥିଲେ ଯେ ଏହା ମଧ୍ୟ ତାଙ୍କ ଅଭିନୟର ଏକ ଅଂଶ, ଯେତେବେଳେ ସେ ତଳେ ପଡ଼ିଗଲେ, ତାଙ୍କ ହାତରେ ତ୍ରିରଙ୍ଗା ପତାକା ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+