କେଜ୍ରିୱାଲଙ୍କ ଉପରେ ମନ୍ତବ୍ୟ ଦେଲେ ମନୋଜ, କହିଲେ...
ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଛି।ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ବିଜେପିର ଯାଦୁ କାମ କରିଛି। ହଟ୍ ସିଟ୍ରେ ଆପ୍ର ସ୍ଥିତି ଖରାପ ରହିଛି। ବିଜେପିର ଦୃଢ଼ ସ୍ଥିତି ଏବଂ ଆପ୍ର ଖରାପ ଅବସ୍ଥା ନେଇ ବିଜେପି ନେତା ମନୋଜ ତିୱାରୀ କହିଛନ୍ତି ଯେ, ଲୋକେ ଅରବିନ୍ଦ କେଜ୍ରିୱାଲଙ୍କୁ ଘୃଣା କରୁଛନ୍ତି।

ଯଦି ବିଜେପି ଜିତିଯାଏ ତେବେ ମୁଖ୍ୟମନ୍ତ୍ରୀ ମୁହଁ କିଏ ହେବ ବୋଲି ପ୍ରଶ୍ନର ଉତ୍ତରରେ ମନୋଜ ତିୱାରୀ କହିଛନ୍ତି, ଟିକେ ଅପେକ୍ଷା କରନ୍ତୁ, ସମୟ ସହିତ ଆଗକୁ କ'ଣ ହେବ ତାହା ଆପଣ ଜାଣିପାରିବେ।












Click it and Unblock the Notifications