ଏଣିକି କୁକୁର ସୁଙ୍ଘି କହିବେ ଆପଣ କରୋନା ପଜିଟିଭ୍ କି ନାହିଁ ?
ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ସେମାନେ ଏହିପରି କିଛି କୁକୁରକୁ ତାଲିମ ଦେଇଛନ୍ତି, ଯେଉଁମାନେ କି ଜଣେ ବ୍ୟକ୍ତିଙ୍କୁ ସୁଙ୍ଘି କରୋନା ସଂକ୍ରମିତ କି ନାହିଁ ଜଣାଇ ଦେବେ ।
ନୂଆଦିଲ୍ଲୀ: ବିମାନବନ୍ଦର, ଅପରାଧ ଘଟିଥିବା ଘଟଣା ସ୍ଥଳ ମାନଙ୍କରେ କୁକୁରମାନଙ୍କୁ ସୁଙ୍ଘୁ ଥିବାର ଆପଣ ନିଶ୍ଚୟ ଦେଖିଥିବେ । କୁକୁରମାନେ ଗନ୍ଧ ଦ୍ୱାରା ସବୁ କିଛି ବିଷୟରେ କହିବାକୁ ବହୁତ ପାରଙ୍ଗମ । କିନ୍ତୁ ଆପଣ ନିଶ୍ଚିତ ଭାବରେ ପ୍ରଥମ ଥର ପାଇଁ ଏହା ଶୁଣିଥିବେ ଯେ, ବର୍ତ୍ତମାନ କୁକୁରମାନେ ଗନ୍ଧ କରିବେ ଏବଂ କହିବେ ଯେ ଆପଣ କରୋନା ସଂକ୍ରମିତ ଅଛନ୍ତି କି ନାହିଁ ।

ହଁ, ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ସେମାନେ ଏହିପରି କିଛି କୁକୁରକୁ ତାଲିମ ଦେଇଛନ୍ତି, ଯେଉଁମାନେ କି ଜଣେ ବ୍ୟକ୍ତିଙ୍କୁ ସୁଙ୍ଘି କରୋନା ସଂକ୍ରମିତ କି ନାହିଁ ଜଣାଇ ଦେବେ । କରୋନା ଭୂତାଣୁ ଚିହ୍ନଟ କରିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଆଣ୍ଟିଜେନ୍ ଏବଂ RTPCR ପରୀକ୍ଷା ଆବଶ୍ୟକ ଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୋଟିଏ କୁକୁର ସୁଙ୍ଘି କହିପାରିବ କି ଆପଣ କୋଭିଡ-19 ସଂକ୍ରମିତ କି ନାହିଁ ।
କେମିତି ଏହା ସମ୍ଭବ ହେଲା ?

ମେଡିକାଲରେ ଏହି କୁକୁରମାନଙ୍କୁ ଦୀର୍ଘ ଦିନ ଧରି କେତେକ ଔଷଧର ଗନ୍ଧ ସହିତ ଯଡିତ କରାଯାଇଛି । ଏହି କୁକୁରମାନେ କେତେକ ପ୍ରକାରର କର୍କଟ, ମଧୁମେହ ଏବଂ ପାର୍କିନ୍ସନ୍ ରୋଗର ଦୁର୍ଗନ୍ଧରେ ଅଭ୍ୟସ୍ତ । ଏହି ପ୍ରକ୍ରିୟାକୁ 'ବାୟୋଡେଟେକ୍ସନ୍' କୁହାଯାଏ । କାରଣ ଏଥିରେ କୌଣସି ପରୀକ୍ଷା କିମ୍ବା ରାସାୟନିକ ପଦାର୍ଥ ଜଡିତ ନୁହେଁ । 2020 ରେ, ଯେତେବେଳେ କରୋନା ମହାମାରୀ ସାର ବିଶ୍ୱକୁ, ବୈଜ୍ଞାନିକଙ୍କୁ ଏବଂ ବିଶେଷଜ୍ଞମାନଙ୍କୁ ବ୍ୟଥିତ କରିଥିଲା, ସେତେବେଳେ ସେମାନେ କୁକୁରମାନଙ୍କୁ COVID-19 ଭୂତାଣୁ ଗନ୍ଧ ପାଇଁ ତାଲିମ ଦେବା ଆରମ୍ଭ କରିଥିଲେ ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications