Get Updates
Get notified of breaking news, exclusive insights, and must-see stories!

ଆସନ୍ତା ୯ ପର୍ଯ୍ୟନ୍ତ ଘନ କୁହୁଡ଼ି ହେବା ନେଇ ୫ ରାଜ୍ୟକୁ ରେଡ ୱାର୍ଣ୍ଣିଂ ଜାରି

ଭାରତୀୟ ପାଣିପାଗ ବିଭାଗ ଘନ କୁହୁଡ଼ି ହେବା ନେଇ ଦିଲ୍ଲୀ, ହରିଆଣା, ପଞ୍ଜାବ, ଚଣ୍ଡୀଗଡ଼ ଏବଂ ଉତ୍ତରପ୍ରଦୋକୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରେଡ୍‍ ୱାର୍ଣ୍ଣିଂ ଜାରି ରିଛି । ବିଭାଗ ପକ୍ଷରୁ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ କୋହଲା ପବନ ବହିବା ନେଇ ମଧ୍ୟ ଅନୁମାନ କରାଯାଇଛି। ବିହାର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୋମବାର ପର୍ଯ୍ୟନ୍ତ ଦିନ ସମୟରେ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ
କହିଛି ।

winter

ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀରେ ବିମାନ ଉଡ଼ାଣ ଓ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଦୃଶ୍ୟମାନ ଦୂରତା ହ୍ରାସ ପାଇବା ଯୋଗୁଁ ୭୨ଟି ବିମାନ ଉଡ଼ାଣ ବାତିଲ କରାଯାଇଛି । ଭାରତୀୟ ରେଳବାଇର ଦିଲ୍ଲୀ ଡିଭିଜନ ପକ୍ଷରୁ ମିଳିଥିବା ସୂଚନା ମୂତାବକ ଦିଲ୍ଲୀକୁ ଆସୁଥିବା ଏବଂ ସେଠାରୁ ଚଳାଚଳ କରିବାକୁ ଥିବା ଟ୍ରେନ୍‍ଗୁଡ଼ିକ ୩ ଘଣ୍ଟାରୁ ଅଧିକ ବିଳମ୍ବରେ ଯାତ୍ରା କରୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+