Get Updates
Get notified of breaking news, exclusive insights, and must-see stories!

ଆରବିଆଇର ବଡ଼ ଘୋଷଣା, ନୂଆ ଏହି ନୋଟ୍ ଜାରି କରିବ RBI!

ନୋଟ୍ ବଦଳାଇବାକୁ RBI ଏକ ବଡ଼ ନିଷ୍ପତ୍ତି ନେଇପାରେ ବୋଲି ସୂଚନା ମିଳିଛି । ଏଥର ଆରବିଆଇ ୧୦୦ ଏବଂ ୨୦୦ ଟଙ୍କିଆ ନୂଆ ନୋଟ୍ ଜାରି କରିବା ବିଷୟରେ ସୂଚନା ଦେଇଛି।ଏହି ନୂଆ ନୋଟଗୁଡ଼ିକରେ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ସିଗନେଚର ରହିବ ବୋଲି ସୂଚନା ଦେଇଛି RBI। ଏହା ଏକ ସାଧାରଣ ପ୍ରକ୍ରିୟା। ନୂତନ ଗଭର୍ଣ୍ଣ ନିଯୁକ୍ତି ପରେ ତାଙ୍କ ସିଗନେଚର ଜାରି କରାଯାଏ।

RBI

ବଦଳିବ ୧୦୦ ଏବଂ ୨୦୦ ଟଙ୍କିଆ ନୋଟ୍। ତେବେ ଏହାର ଡିଜାଇନ୍ ନୁହେଁ କେବଳ ଗଭର୍ଣ୍ଣରଙ୍କ ସିଗନେଚର ବଦଳିବ। ଏନେଇ ବଡ଼ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ। ଏହି ନୋଟଗୁଡ଼ିକ ଖୁବ୍ ଶୀଘ୍ର ବ୍ୟାଙ୍କ ଏବଂ ଏଟିଏମ୍‌ରେ ଉପଲବ୍ଧ ହେବ ବୋଲି କରିଛି ଆରବିଆଇ। ଏକ ରିପୋର୍ଟ ରିପୋର୍ଟ ଅନୁଯାୟୀ, ୨୦୦୦ ଟଙ୍କାର ନୋଟ୍ ବ୍ୟାନ୍ ପରେ, ଦେଶରେ ନଗଦ ପ୍ରଚଳନ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି। ଯଦି ଆମେ RBIର ତଥ୍ୟ ଦେଖିବା, ତେବେ ଆମେ ଜାଣିବା ମାର୍ଚ୍ଚ ୨୦୧୭ରେ ରେ ନଗଦ ପ୍ରଚଳନ ୧୩.୩୫ ଲକ୍ଷ କୋଟି ଟଙ୍କା ଥିଲା, କିନ୍ତୁ ମାର୍ଚ୍ଚ୨୦୨୪ ସୁଦ୍ଧା ଏହା ବୃଦ୍ଧି ପାଇ ୩୫.୧୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ଏହା ବ୍ୟତୀତ, UPI ମାଧ୍ୟମରେ ଡିଜିଟାଲ୍ କାରବାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମାର୍ଚ୍ଚ ୨୦୨୦ରେ UPI କାରବାର ୨.୦୬ ଲକ୍ଷ କୋଟି ଥିଲା, ଯେତେବେଳେ ଫେବୃଆରୀ ୨୦୨୪ ସୁଦ୍ଧା ଏହା ୧୮.୦୭ ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା। ଯଦି ଆମେ ସମ୍ପୂର୍ଣ୍ଣ ୨୦୨୪ ବର୍ଷ ବିଷୟରେ କହିବା, ତେବେ ଏହି ବର୍ଷ ଡିଜିଟାଲ କାରବାର ପ୍ରାୟ ୧୭୨ ବିଲିୟନ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+