ପଞ୍ଚମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ତେବେ କ୍ରମାଗତ ପଞ୍ଚମ ଥର ପାଇଁ ରପୋ ରେଟରେ କୌଣସି ପରିବର୍ତ୍ତନ ଆଣିନାହିଁ RBI । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ତିଆ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

RBI

ବର୍ତ୍ତମାନ ରେପୋ ରେଟ୍ ୬.୫% ରହିବା ନେଇ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି ।ଏନେଇ ଆଜି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଶେଷଥର ପାଇଁ ରେପୋ ରେଟ୍ ଫେବୃଆରୀରେ ପରିବର୍ତ୍ତନ ହୋଇଥିଲା ।

କେବେ ଗତ ଫେବୃଆରୀ ମାସ ପରଠାରୁ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଫଳରେ ହମଙ୍ଗା ଉପରେ ନିୟନ୍ତ୍ରଣ କରାଯାଇପାରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି, ସମ୍ପସାରିତ ହେଉଥିବା ସାମଗ୍ରିକ ଆର୍ଥିତ ବିକାଶ ଓ ସ୍ଥିରତା ପୁଙ୍ଖାନୁପୁଙ୍ଖ ଆକଳନ କରିବା ପରେ ରେପୋ ରେଟ୍ ୬.୫ରେ ଅପରିବର୍ତ୍ତିକ ରଖିବାକୁ ମନିଟାରି ପଲିସି କମିଟି' ନିଷ୍ପତ୍ତି ନେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+