ଇଂଲଣ୍ତରୁ ଏତିକି ଟନ୍ ସୁନା ଫେରାଇ ଆଣିଲା RBI

RBI Brought 100 Tons Gold From England: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଯଥା ଆରବିଆଇ ବ୍ରିଟେନରୁ 100 ଟନ୍ ସୁନା ଦେଶକୁ ଫେରାଇ ଆଣିଛି । ଏହି ସୁନା ଭାରତର ଥିଲା ଯାହାକୁ ବର୍ଷକ ପୂର୍ବରୁ ବନ୍ଧା ରଖାଯାଇଥିଲା । ଏହି ସୁନା ଆରବିଆଇର ଷ୍ଟୋରେଜରେ ଜମା ହୋଇଛି । ବର୍ତ୍ତମାନ ଏହା ପରେ ଭାରତ ଆସନ୍ତା କିଛି ମାସ ମଧ୍ୟରେ ବ୍ରିଟେନରୁ ଅଧିକ ସୁନା ଫେରାଇ ଆଣିବାକୁ ଚେଷ୍ଟା କରୁଛି।

RBI

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, 1991 ମସିହାରେ ଦେଶରେ ବୈଦେଶିକ ମୁଦ୍ରା ସଙ୍କଟ ହେତୁ ଭାରତକୁ ଏହି ସୁନା ବନ୍ଧା ରଖିବାକୁ ପଡିଥିଲା ଆରବିଆଇ ଏଧିକାରୀଙ୍କ ସୂଚନା ଅନୁସାରେ, ଆଗକୁ ମଧ୍ୟ ସମାନ ପରିମାଣରେ ସୁନା ଭାରତରୁ ଫେରାଇ ଅଣାଯିବ ।

ଦେଶର ଆର୍ତିକ ସ୍ଥିରକାକୁ ବଜାୟ ରଖିବା ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଦେଶର ରାଜକୋଷରେ ସୁନାର ପରିମାଣ ବୃଦ୍ଧି କରିବା ପାଇଁ ସ୍ଥିର କରିଛି । ସେହିପରି ମାର୍ଚ୍ଚ ଶେଷ ସୁଦ୍ଧା ଆରବିଆଇ ପାଖରେ ୭୨୨.୧ ଟନ୍ ସୁନା ଥିଲା । ଯାହା ମଧ୍ୟରୁ ୪୧୩.୮ ଟନ୍ ବିଦେଶରେ ରହିଛି । ଯାହା ବର୍ତ୍ତମାନ ଭାରତକୁ ଅଣାଯାଉଛି । ଗତ ଆର୍ଥିକ ବର୍ଷରେ ୨୭.୫ ଟନ୍ ସୁନା କିଣାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+